National

ବଜେଟରେ କେଉଁ ମନ୍ତ୍ରାଳୟକୁ କେତେ ଅର୍ଥ ମିଳିଛି? ଆସନ୍ତୁ ଜାଣିବା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁରୁବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି ବଜେଟ୍। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସରକାରଙ୍କର ଏହା ଶେଷ ବଜେଟ୍। ଏହି ବଜେଟ୍‌ରେ କେଉଁ ମନ୍ତ୍ରାଳୟକୁ କେତେ ଅର୍ଥ ମିଳିଛି ଆସନ୍ତୁ ଜାଣିବା.. ଗ୍ରାମୀଣ...

ବିରାଟ ବାହିନୀର କମାଲ୍: ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡରବନ୍ କିଙ୍ଗସମେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍‌ ଇଣ୍ଡିଆ। ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିରାଟ ବାହିନୀ ଦିନିକିଆ ସିରିଜରେ ୧-୦ରେ ଆଗକୁ...

ବଜେଟରେ ସୁନେଲି ସ୍ୱପ୍ନ: କୃଷି-ଗ୍ରାମାଞ୍ଚଳ-ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଲେ ଜେଟଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୪ ଲକ୍ଷ ୪୨ ହଜାର କୋଟି ଟଙ୍କାର ବଜେଟ୍ ୮ କୋଟି ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ୍ ଗ୍ରାମାଞ୍ଚଳ ଭିତ୍ତିଭୂମି ପାଇଁ ୧୪.୩୪ ଲକ୍ଷ କୋଟି ଚଳିତବର୍ଷ ୫୧ ଲକ୍ଷ...

ରାଜସ୍ଥାନ-ପଶ୍ଚିମବଙ୍ଗରେ ବିଜେପିକୁ ଝଟ୍‌କା: ଉପ-ନିର୍ବାଚନରେ ଫୁଟିଲାନି ପଦ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ୍‌ ଅଦମୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ରର ବିଜେପି ସରକାର ସାଧାରଣ ବଜେଟ୍‌ ଉପସ୍ଥାପନ କରୁଥିବା ବେଳେ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରୁ ବିଜେପି ପାଇଁ ଆସିଥିଲା ନୈରାଶ୍ୟଜନକ ଖବର। ଏହି ଦୁଇଟି...

ରାଷ୍ଟ୍ରପତି-ଉପରାଷ୍ଟ୍ରପତିଙ୍କ ଦରମା ବଢ଼ିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣ ବଜେଟରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ଦରମା ବଢ଼ିବା ନେଇ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦରମା ଦେଢ଼ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଉପ-ରାଷ୍ଟ୍ରପତିଙ୍କ ଦରମା ୧.୨୫...

କମିଲା ପେଟ୍ରୋଲ-ଡିଜେଲ୍ ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜେଟ୍‌ରେ ଆସିଛି ଖୁସି ଖବର। ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ବଜେଟ୍‌ରେ ପେଟ୍ରୋଲ୍ ଓ ଡିଜେଲ୍‌ ଦର ଉପରେ ରୋକ୍ ଲଗାଯାଇଛି। ପେଟ୍ରୋଲ ଓ...

କ’ଣ ହେଲା ମହଙ୍ଗା, କ’ଣ ହେଲା ଶସ୍ତା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ୨୦୧୮-୧୯ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି। କୃଷକ, ଗରିବ, ଯୁବକ ଏବଂ ଗୃହିଣୀମାନଙ୍କୁ ଖୁସି କରିବା ଭଳି...

ଅରୁଣ ଜେଟଲୀଙ୍କ ‘ହିନ୍ଦୀ’ ଅବତାର

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଯାହା ପୂର୍ବରୁ କେବେ ହୋଇନଥିଲା ତାହା ଜେଟଲୀ କରି ଦେଖାଇଲେ। ଗୁରବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ୨୦୧୮ ବର୍ଷର କେନ୍ଦ୍ର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଜେଟଲୀଙ୍କ ବଜେଟ୍ ଉପସ୍ଥାପନ...

ବଜେଟରେ ଆୟକର ଛାଡ ସୀମା ଅପରିବର୍ତ୍ତିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଉପସ୍ଥାପନ କରାଯାଇଛି ଆର୍ଥିକ ବଜେଟ୍। ୨୦୧୯ ଲୋକସଭା  ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପସ୍ଥାପନ କରିଛନ୍ତି ଶେଷ ବଜେଟ୍। ବ୍ୟକ୍ତିଗତ କ୍ଷେତ୍ରରେ ଆୟକର ସ୍ଲାବ୍ ଅପରିବର୍ତ୍ତିତ ରହିଛି । ପୂର୍ବଭଳି...

ବଜେଟ୍ ୨୦୧୮: କୃଷି ଓ ଗ୍ରାମ ଉନ୍ନୟନ ଉପରେ ଗୁରୁତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୭-୧୮ ବର୍ଷ ପାଇଁ ଆର୍ଥିକ ବଜେଟ୍ ଲୋକସଭାରେ ଉପସ୍ଥାପନ ହୋଇଛି। ପଞ୍ଚମଥର ଥର ପାଇଁ ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କୃଷକଙ୍କ ପାଇଁ ଘୋଷଣା କରିଛନ୍ତି ଅନେକ କିଛି...