ଗୁରୁବାର ବଜେଟ୍: ଅରୁଣ ଜେଟଲିଙ୍କ ପେଡ଼ି ଉପରେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିବେ ବଜେଟ୍। ଦେଶର ବିକାଶ ପାଇଁ କେଉଁ କ୍ଷେତ୍ରକୁ କେତେ ଟଙ୍କା ମୋଦି ସରକାର ଦେଉଛନ୍ତି ତା' ଉପରେ ଏବେ ସମସ୍ତଙ୍କ ନଜର।
ଗୁରୁବାର ସଂସଦରେ...
ରାହୁଲଙ୍କ ଜ୍ୟାକେଟ୍ ଦାମ୍ ୬୪ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଘାଳୟ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଜାନୁଆରି ୩୦ ତାରିଖରେ ଅନୁଷ୍ଠିତ ସେଲିବ୍ରେସନ୍ ଅଫ୍ ପିସ୍ କାର୍ଯ୍ୟକ୍ରମରେ ରାହୁଲ ସାମିଲ ହୋଇଥିଲେ। ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ...
ଚନ୍ଦ୍ରଗ୍ରହଣ ଦିନ ଜନ୍ମ ହୋଇଥିଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଗ୍ରହଣରେ ଜନ୍ମ ହୋଇଥିବା ପିଲାଙ୍କୁ କେହି କେହି ଅଶୁଭ ବୋଲି କହିଥାନ୍ତି। ହେଲେ ୧୯୮୪ ମସିହା ଚନ୍ଦ୍ରଗ୍ରହଣରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ଜନ୍ମଗ୍ରହଣ କରି ଲୋକଙ୍କ ମନରେ ଥିବା ଭ୍ରାନ୍ତ...
ମହାକାଶରେ ମହାଜାଗତିକ ଦୃଶ୍ୟ: ୧୫୦ ବର୍ଷ ପରେ ବିରଳ ଚନ୍ଦ୍ରଗ୍ରହଣ ଦେଖିଲେ ବିଶ୍ୱବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାକାଶରେ ଦେଖିବାକୁ ମିଳିଛି ମହାଜାଗତିକ ଦୃଶ୍ୟ। ଗୋଟିଏ ଦିନରେ ବ୍ଲଡମୁନ୍, ସୁପର ମୁନ୍ ଏବଂ ବ୍ଲୁ ମୁନ୍ ଦେଖିବାକୁ ମିଳିଥିବାରୁ ବୈଜ୍ଞାନିକମାନେ ଏହାର ନାଁ ଦେଇଛନ୍ତି 'ସୁପର୍ ବ୍ଲୁ ବ୍ଲଡ ମୁନ୍'।...
ପେଟ ଚର୍ବି କମାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଆଧୁନିକ ଜୀବନଶୈଳୀ ଭିତରେ ପେଟ ଚର୍ବି ବଢିବା ସମସ୍ୟା ଏକ ସାଧାରଣ ଘଟଣା ହୋଇଗଲାଣି। ପେଟରେ ଅତ୍ୟାଧିକ ଚର୍ବି କାରଣରୁ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଶରୀର ମଧ୍ୟକୁ ପ୍ରବେଶ...
ଫ୍ଲାଇଟରେ କ’ଣ କରୁଥିଲେ ରାହୁଲ ଗାନ୍ଧି? ସୋସିଆଲ ମିଡିଆରେ ଫଟୋ ଭାଇରାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଫଟୋ। ବିମାନ ଯାତ୍ରା ବେଳେ ରାହୁଲ୍ ଯାତ୍ରୀଙ୍କ ଲଗେଜ୍ ରଖିବାରେ କରୁଥିଲେ ସହଯୋଗ।
କିଛିଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ...
ଉତ୍ତର ଭାରତରେ ଭୂକମ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥରିଲା ଉତ୍ତର ଭାରତ। କାଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସାରା ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ ହୋଇଛି।
ଉତ୍ତର ଭାରତର ବିଭିନ୍ନ ଜାଗାରେ ଭୂକମ୍ପ ଝଟକା ଲାଗିଛି। ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ...
ବୁଧବାର ଚନ୍ଦ୍ରଗ୍ରହଣ: ମହାକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ରାତିରେ ଏକାସାଙ୍ଗରେ ଦେଖିବାକୁ ମିଳିବ ସୁପରମୁନ୍, ବ୍ଲୁ ମୁନ୍ ଏବଂ ଚନ୍ଦ୍ରଗ୍ରହଣ। ଏହି ମହାଜାଗତିକ ଦୃଶ୍ୟକୁ ବୈଜ୍ଞାନିକମାନେ କହୁଛନ୍ତି 'ସୁପର ବ୍ଲୁ ବ୍ଲଡ ମୁନ୍'।
ବୁଧବାର ହେଉଛି ମାଘ ପୂର୍ଣ୍ଣିମା। ଏହିଦିନ...
ଶାସକ ଦଳର କର୍ମୀ ସାଜିଛନ୍ତି ସରକାରୀ ବାବୁ: ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲା ଟିମ୍
ଉପ-ନିର୍ବାଚନକୁ ଅବାଧ, ମୁକ୍ତ କରିବାକୁ ଦାବି
ବିଜେପୁର ଉପ-ନିର୍ବାଚନକୁ ଅବାଧ ମୁକ୍ତ...
ଉଡ଼ିଲା ସବୁଠୁ ବଡ଼ ଜାତୀୟ ପତାକା: ଲିମକା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାକୁ ଉଦ୍ୟମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ପତାକାର ଲମ୍ବ ୧୨୧.୫ ଫୁଟ ଓ ଓସାର ୮୧ ଫୁଟ
ପୂର୍ବରୁ ୱାଘା ସୀମାନ୍ତରେ ଉତ୍ତୋଳନ କରାଯାଇଥିଲା ସବୁଠାରୁ ବଡ ଜାତୀୟ ପତାକା
ପଶ୍ଚିମବଙ୍ଗର ନଦିଆ ଜିଲାର ଫୁଲିଆ ସହରରେ...





















