National

ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ: ୨୦୧୮-୧୯ରେ ବଢ଼ିବ ଦେଶର ଅଭିବୃଦ୍ଧି ହାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ କରଦାତାଙ୍କ ସଂଖ୍ୟା ସହ ଲୋକଙ୍କ ସଞ୍ଚୟ ମଧ୍ୟ ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି।...

ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ କାହିଁକି ହେଲା ଗୋଲାପୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋମବାର ସଂସଦରେ...

ଥରକୁ ଥର ନିର୍ବାଚନ ଯୋଗୁଁ ଦେଶର ବିକାଶରେ ବାଧା ଉପୁଜୁଛି: ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଏହି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମତ ରଖି କୋବିନ୍ଦ...

ମୋଦି ମନ୍ତ୍ର: ୧ ଝିଅ = ୧୦ ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୮ ମସିହାର ପ୍ରଥମ ‘ମନ୍‌ କୀ ବାତ୍‌’ ଜନ ଔଷଧି ଯୋଜନା ଏବଂ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି ଭାରତୀୟ ମହାକାଶଚାରିଣୀ କଳ୍ପନା ଚାଓ୍ଵଲା ମହିଳାଙ୍କ ଅନନ୍ୟ...

ଏସିଡ୍ ପୀଡ଼ିତାଙ୍କ ପାଇଁ ଖୁସି ଖବର; ଚାକିରୀରେ ମିଳିବ ସଂରକ୍ଷଣର ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ମଧ୍ୟ ପାଇବେ ସୁବିଧା ଓଡ଼ିଶା ସରକାର ମଧ୍ୟ ଦିବ୍ୟାଙ୍କମାନଙ୍କୁ ମାଗଣା ବ୍ୟାଙ୍କିଙ୍ଗ୍ କୋଚିଂ ପାଇଁ ଘୋଷଣା ଏଣିକି ଏସିଡ୍‌...

ବିଶାଖାପାଟଣା ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଉଛି ୧୮ ଫୁଟର ପ୍ରସିଦ୍ଧ କୋଣାର୍କ ଚକ୍ର

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଦର୍ଶକଙ୍କୁ ଆକର୍ଷିତ କରୁଛି ୧୮ ଫୁଟ ଉଚ୍ଚର କୋଣାର୍କ ଚକ୍ର। ବିଶାଖାପାଟଣା ସମୁଦ୍ର ବେଳାଭୂମିର କୋଷ୍ଟାଲ ଵାଟେରି ନିକଟରେ ନିର୍ମାଣ କରାଯାଇଛି ପ୍ରସିଦ୍ଧ କୋଣାର୍କ ମନ୍ଦିରର...

ତୀର୍ଥ ଯାତ୍ରା ହେଲା କାଳ: ମିନିବସ୍ ଓଲଟି ୧୩ ଯାତ୍ରୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର କୋହ୍ଲାପୁରର ଏକ ତୀର୍ଥଯାତ୍ରୀ ମିନିବସ ପଞ୍ଚଗଙ୍ଗା ନଦୀକୁ ଖସିପଡିଛି । ଏଥିରେ ୧୩ ଜଣ ପ୍ରାଣ ହରାଇଛନ୍ତି। ଭଗବାନ ଗଣେଶକୁ ଦର୍ଶନ କରି ଫେରୁଥିବାବେଳେ ଘଟିଛି ଏହି ଅଘଟଣ। ୧୭ ଜଣ...

କେମିତି ଚୟନ ହୁଅନ୍ତି ଗଣତନ୍ତ୍ର ଦିବସର ଅତିଥି?

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ କୌଣସି ନା କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଏ। ଏଥର କିନ୍ତୁ ଏହି ପରମ୍ପରାରୁ ହଟି ଗଣତନ୍ତ୍ର ଦିବସ ପରେଡରେ କିଛି ନୂତନତ୍ତ୍ଵ...

ଓଡ଼ିଶାର ୫ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମଶ୍ରୀ, ମହେନ୍ଦ୍ର ସିଂ ଧୋନିଙ୍କୁ ପଦ୍ମବିଭୂଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ସମ୍ମାନଜନକ 'ପଦ୍ମ' ପୁରସ୍କାର ଘୋଷଣା କରିଛନ୍ତି। ୮୫ ଜଣ ବ୍ୟକ୍ତିଙ୍କୁ ଏହି ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି। ୭୩ ଜଣ ସମ୍ମାନଜନକ ପଦ୍ମଶ୍ରୀ ପାଇବାକୁ ଥିବା ବେଳେ ୩...

ଯୁବ ସମାଜ ହିଁ ଦେଶକୁ ଆଗକୁ ନେବେ: ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬୯ତମ ଗଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଜାତି ଉଦ୍ଦେଶ୍ୟରେ...