National

ବାୟୋଟେକ ଷ୍ଟାର୍ଟଅପ ଏଲମେଣ୍ଟୋଜ ରିସର୍ଚ୍ଚକୁ ଷ୍ଟାର୍ଟଅପ୍ ମହାକୁମ୍ଭ ଗ୍ରାଣ୍ଡ ଚ୍ୟାଲେଞ୍ଜ ଆୱାର୍ଡ ୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ ବାୟୋଟେକ୍ ଷ୍ଟାର୍ଟଅପ୍ ଏଲମେଣ୍ଟୋଜ ରିସର୍ଚ୍ଚକୁ ମିଳିଲା ସମ୍ମାନଜନକ ଷ୍ଟାର୍ଟଅପ୍ ମହାକୁମ୍ଭ ଗ୍ରାଣ୍ଡ ଚ୍ୟାଲେଞ୍ଜ ଆୱାର୍ଡ ୨୦୨୫। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପୁରସ୍କାର ପ୍ରଦାନ କରିଥିଲେ।...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ : ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ, ଦକ୍ଷତା ବିକାଶ...

ବାରାଣାସୀ: ବାରାଣସେୟ ଉତ୍କଳ ସମାଜ ପାଳନ କଲା ଉତ୍କଳ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାରାଣାସୀ): ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ବାରାଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ...

ଆଉ ନାହାନ୍ତି ପ୍ରଖ୍ୟାତ ଅଭିନେତା ମନୋଜ କୁମାର

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଖ୍ୟାତ ଅଭିନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ...

ସଂଘର୍ଷରୁ ସଫଳତା: କେମିତି ଆଇଏଏସ୍ ହେଲେ ସବିତା ପ୍ରଧାନ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Zywzf_Fi6Vs ପିଲାଦିନରୁ ଉତ୍କଟ ଦାରିଦ୍ର୍ୟ ସହ ସଂଘର୍ଷ, ଆଉ ବିବାହ ପରେ ଅକଥନୀୟ ନିର୍ଯାତନା। ସାମାଜିକ ବ୍ୟବସ୍ଥା ଭିତରେ ପେଶି ହୋଇଯାଇଥିବା ଜଣେ ମହିଳା କିପରି ନିଜ ହାତରେ ନିଜ ଭାଗ୍ୟ ଲେଖିପାରନ୍ତି,...

ଆଜି ଲୋକସଭାରେ ଆଗତ ହେଲା ୱାକଫ୍ ସଂଶୋଧନ ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭାରେ ବୁଧବାର ଆଗତ ହୋଇଛି ୱାକଫ୍ ସଂଶୋଧନ ବିଧେୟକ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଏହାକୁ ଉପସ୍ଥାପିତ କରିଛନ୍ତି। ଯୁଗ୍ମ ସଂସଦୀୟ କମିଟି (ଜେପିସି) ୱାକଫ୍ ସଂଶୋଧନ ବିଲ୍ ଉପରେ...

ଆଇଟିବିପିରେ ୧୩୩ଟି କନଷ୍ଟେବଳ ପଦବୀରେ ନିଯୁକ୍ତି ସୁଯୋଗ: ଆସନ୍ତାକାଲି ସରିଯିବ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ ଆଇଟିବିପିରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଆଇଟିବିପିର ସ୍ପୋର୍ଟସ କୋଟାରେ ଖାଲିଥିବା ପ୍ରାୟ ୧୧୩ଟି ପଦବୀ ପୂରଣ ପାଇଁ...

ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ଓଡ଼ିଶାର ରଥଯାତ୍ରା ଓ ବାଲିଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୁରୀ ରଥଯାତ୍ରା ଓ କଟକର ବାଲିଯାତ୍ରା ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହୋଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ପରିଚାଳିତ ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ...

ଛତିଶଗଡ଼ରେ ଚାଲିଛି ମାଓବାଦୀ ନିପାତ ଅଭିଯାନ: ସୁରକ୍ଷା କର୍ମୀଙ୍କ ଗୁଳିରେ ଏକାଧିକ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ଜାରି ରହିଛି ମାଓବାଦୀ ନିପାତ ଅଭିଯାନ। ସୁରକ୍ଷା କର୍ମୀଙ୍କ ଗୁଳିରେ ଗଡ଼ୁଛି ଗୋଟିଏ ପରେ ଗୋଟିଏ ମାଓବାଦୀଙ୍କ ମୁଣ୍ଡ। ଦନ୍ତେଓ୍ଵାଡା ଓ ବିଜାପୁର ସୀମାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ସୋମବାର...

ଆଜି ଜିରୋ ୱେଷ୍ଟ ଡେ: ଫ୍ୟାଶନ ଏବଂ ବୟନଶିଳ୍ପର ପ୍ରଦୂଷଣକୁ ରୋକିବା ଚଳିତ ବର୍ଷର ଥିମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଅନ୍ତର୍ଜାତୀୟ ଜିରୋ ୱେଷ୍ଟ ଡେ। ୨୦୨୩ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ମାସ ୩୦ ତାରିଖରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହାର ଉଦ୍ଦେଶ୍ୟ ପରିବେଶ ପ୍ରଦୂଷଣକୁ ରୋକିବା ସହ...