National

ଜନ୍ମ ଜୟନ୍ତୀରେ ବିଜୁ ବାବୁଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିଜର...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ହାଇ ଭୋଲଟେଜ ମ୍ୟାଚକୁ ଭାରତ ୪...

ଆଇସିସି ଚାମ୍ପିଅନ୍ସ ଟ୍ରଫି: ସେମିଫାଇନାଲରେ ଭାରତ ଆଗରେ ୨୬୫ ରନର ଟାର୍ଗେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଚାଲିଛି ଆଇସିସି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମୁକାବିଲା। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହୋଇଛି ଟିମ୍ ଇଣ୍ଡିଆ। ଏହାର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୨୬୪...

ଇତିହାସ ରଚିଲା ‘ବ୍ଲୁ ଘୋଷ୍ଟ’: ପ୍ରଥମ ଘରୋଇ ମହାକାଶ ଯାନ ଭାବେ ଚନ୍ଦ୍ରରେ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଘରୋଇ ମହାକାଶ କମ୍ପାନି ଫାୟାରଫ୍ଲାଏ ଏରୋସ୍ପେସର 'ବ୍ଲୁ ଘୋଷ୍ଟ' ମିଶନ ଐତିହାସିକ ସଫଳତା ହାସଲ କରିଛି। ରବିବାର ଏହି ମିଶନରେ ଯାଇଥିବା ମହାକାଶ ଯାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ...

୯୭ତମ ଓସ୍କାର ଆୱାର୍ଡ: ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୫ଟି ବର୍ଗରେ ପୁରସ୍କୃତ ହେଲା ହଲିଉଡ୍ ଫିଲ୍ମ ‘ଆନୋରା’

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ୯୭ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଆନୋରା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତ୍ରୀ ମିକି ମ୍ୟାଡିସନ୍ ଶ୍ରେଷ୍ଠ ଅଭିନେତ୍ରୀ ଭାବେ...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଶେଷ ଲିଗ୍ ମ୍ୟାଚକୁ ଭାରତ ୪୪ ରନରେ...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଆଜି ଶେଷ ଲିଗ୍ ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇ ସାରିଥିବାବେଳେ ଏବେ ଗ୍ରୁପରେ ପ୍ରଥମ ସ୍ଥାନ ହାସଲ ପାଇଁ ପ୍ରତିଦ୍ଵନ୍ଦ୍ଵିତା...

ଇଟାଲୀରେ ସ୍ୱତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା: ଯୋଗଦେବେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଟାଲୀର ତୁରିନ୍ ସହରରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେଉଛି ସ୍ଵତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା। ଏଥିରେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥଙ୍କୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କମିଟି...

ଛତିଶଗଡ଼: ସୁକମା ଜିଲ୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...

ହ୍ଵାଇଟ୍‌ ହାଉସରେ ଟ୍ରମ୍ପ‌-ଜେଲେନସ୍କି ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟ ବିଶ୍ଵଯୁଦ୍ଧକୁ ଉସୁକାଉଛି ୟୁକ୍ରେନ - ଡୋନାଲ୍ଡ ଟ୍ରମ୍ପ‌ ରୁଷ ସହ ଯୁଦ୍ଧ ବିରାମ କରିବାକୁ ଜେଲେନସ୍କିଙ୍କ ଉପରେ ଟ୍ରମ୍ପଙ୍କ ଚାପ ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି...