National

ସିଆଇଏସଏଫରେ ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ମାର୍ଚ୍ଚ ୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...

ଓଡ଼ିଶାର ‘ଅବଦୁଲ କଲାମ ଦ୍ୱୀପ’: ମିସାଇଲ ପରୀକ୍ଷଣ ପାଇଁ ଭାରତର ‘ଥିଏଟର ଅଫ୍ ଆକ୍ସନ’  

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଭଦ୍ରକ ଜିଲ୍ଲା ଉପକୂଳରେ ରହିଛି ଏକ ଛୋଟ ଦ୍ଵୀପ ଯାହାର ନାମ ‘ହ୍ଵିଲର’ ଦ୍ଵୀପ। ଏବେ ଏହାର ପରିବର୍ତ୍ତିତ ନାମ ହେଉଛି ‘ଅବଦୁଲ କଲାମ ଦ୍ୱୀପ’। ଏହା ଭାରତର ଇତିହାସ...

ବିଶ୍ୱ ପୁସ୍ତକ ମେଳାରେ ଉନ୍ମୋଚିତ ହେଲା ‘ଏକ ବାର୍ ଦିବାର ବନ ଗୟେ ତୋ’ କବିତା ପୁସ୍ତକ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀଠାରେ ଚାଲିଥିବା ବିଶ୍ଵ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ଵାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ 'ଏକ...

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାକୁ ଲାଗିଛି। ଅନଲାଇନ ପରେ ଏବେ ଅଫଲାଇନରେ ମଧ୍ୟ ମ୍ୟାଚର ସବୁ ଟିକେଟ୍ ବିକ୍ରି...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଏକଜିଟ୍ ପୋଲରେ ବିଜେପି ପଲା ଭାରି

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଫେବ୍ରୁଆରି ୮ ତାରିଖରେ ଫଳାଫଳ ଘୋଷଣା...

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଭାରତ-ରୁଷ ଲେଖକ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ହୋଇଛି ଭାରତ-ରୁଷ ଲେଖକ ସମ୍ମିଳନୀ। ରୁଷ ଦୂତାବାସ ଏବଂ ନୂଆଦିଲ୍ଲୀର ରୁଷିଆନ ହାଉସ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ...

ଭାରତରେ ପହଞ୍ଚିଲେ ଆମେରିକାରେ ବେଆଇନ ଭାବେ ରହୁଥିବା ଶତାଧିକ ପ୍ରବାସୀ ଭାରତୀୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରୁ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ନେଇ ଆସିଥିବା ବିମାନ ଭାରତରେ ପହଞ୍ଚିଛି। ପଞ୍ଜାବ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବିମାନଟି ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଏଥିରେ...

ଏଆଇ କମ୍ପାନି ‘ଡିପସିକ୍’ରେ ଅଭିଜ୍ଞଙ୍କ ଅପେକ୍ଷା ଯୁବବର୍ଗଙ୍କୁ ମିଳୁଛି ଅଧିକ ନିଯୁକ୍ତି: ଗୁମର ଖୋଲିଲେ ସିଇଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଏବେ ଅନ୍ତର୍ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଛି ଚୀନର ‘ଡିପସିକ୍’। ଲଞ୍ଚ ହେବାର ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ଵରେ ଏହା ଲୋକପ୍ରିୟ ହୋଇପାରିଛି। ଏଆଇ...

ନୂଆଦିଲ୍ଲୀ: ବିଶ୍ଵ ପୁସ୍ତକ ମେଳାରେ ଓଡ଼ିଶାର ୨ଟି ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ମେଳାରେ ଓଡ଼ିଶାର ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି। କବି ମାନସ ରଞ୍ଜନ ମହାପାତ୍ରଙ୍କ ଗଳ୍ପ ପୁସ୍ତକ 'ନନାଙ୍କ ଖୁଞ୍ଚ ଲାଗିଥିବା...

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକୁମ୍ଭ ମେଳାରେ ବୁଧବାର ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହାକୁମ୍ଭରେ ସାମିଲ...