National

ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଉପନ୍ୟାସ ‘ହର୍ସଟ ୦୭୭୬୯’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ। ଲାଜଲୋଙ୍କ ଲିଖିତ ଏହି ଉପନ୍ୟାସରେ...

ମାଗଣାରେ ବଦଳିବ ଟ୍ରେନ୍ ଟିକେଟ୍ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Z-2Z8A5Hyg0 ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସୁଗମ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏବେ ଟ୍ରେନ୍ ଟିକେଟ୍ ବୁକ୍‌ କରିଥିବା ଯାତ୍ରୀ ନିଜ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏଥିପାଇଁ...

ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/akjkkAqzCDI ମେଡିସିନ ଓ ପଦାର୍ଥ ବିଜ୍ଞାନ ପରେ ୨୦୨୫ ପାଇଁ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି...

ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିସିନ ପରେ ୨୦୨୫ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।  ସେମାନେ...

୨ ବର୍ଷରୁ କମ୍ ଶିଶୁଙ୍କୁ କଫ ସିରପ ମନା: ଜାରି ହେଲା ମାର୍ଗଦଶିକା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/W_wdUhNCqf8 ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦିଆଯିବ ନାହିଁ କଫ ସିରପ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ସମସ୍ତ...

ଅକ୍ଟୋବର ୨୬ରୁ ଭାରତରୁ ଚୀନକୁ ସିଧାସଳଖ ବିମାନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ଦିନର ଅପେକ୍ଷା ପରେ ଭାରତ ଏବଂ ଚୀନର ସମ୍ପର୍କରେ ନୂଆ ଉଡ଼ାଣ ଭରିବାକୁ ଯାଉଛି। ପାଞ୍ଚ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ...

ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍‌-୨୧

ଓଡ଼ିଶାଲାଇଭ୍ ବ୍ୟୁରୋ https://youtube.com/shorts/Mc7uLBoTTqM?si=wJc-mfKZwLZhOmXU ଦୀର୍ଘ ୬୨ ବର୍ଷର ସେବା ପରେ ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍‌-୨୧। ଚଣ୍ଡିଗଡ଼ ଏୟାରବେସରେ ଏହି ବିମାନକୁ ଆନୁଷ୍ଠାନିକ ବିଦାୟ ଦିଆଯାଇଛି। ଏହି ବିଦାୟ କାର୍ଯ୍ୟକ୍ରମରେ ଶେଷ...

ଏସିଆ କପ୍ ଫାଇନାଲରେ ଭାରତ-ପାକ୍ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ https://youtube.com/shorts/ENdYed4p7sM?si=Ua4ejVNwRun1Bn7j ଏସିଆ କପ୍ କ୍ରିକେଟ ଫାଇନାଲରେ ଭାରତ-ପାକିସ୍ତାନ ଟକ୍କର। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ। ରବିବାର ଏହି ହାଇ ଭୋଲଟେଜ୍ ଫାଇନାଲକୁ...

କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ସରକାରୀ ମେଡିକାଲ କଲେଜରେ ବଢ଼ିବ ୧୦ ହଜାର ସିଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/N3fDECYxYGE ଡାକ୍ତରୀ ପାଠ ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିବ ସିଟ୍ ସଂଖ୍ୟା। ଆଗାମୀ ୩ ବର୍ଷ ମଧ୍ୟରେ ସିଟ୍ ସଂଖ୍ୟାରେ ପ୍ରାୟ ୧୦...

ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/BjALuOR1HAM ମାଲୟାଲମ ସୁପରଷ୍ଟାର ମୋହନଲାଲଙ୍କୁ ପ୍ରଦାନ କରାଗଲା ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ...