National

ବର୍ଡର-ଗାଭାସ୍କର ଟ୍ରଫି: ଚତୁର୍ଥ ଟେଷ୍ଟରେ ହାରିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ପରାଜିତ ହୋଇଛି ଭାରତ। ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୮୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ସୋମବାର ମ୍ୟାଚର ଶେଷ ଦିନରେ...

ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ ଧନୁଯାତ୍ରା – ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଭବ୍ୟ ଓ ବ୍ୟାପକ ଭାବେ ଅୟୋଜିତ ହେବାକୁ ଯାଉଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥର ଧନୁଯାତ୍ରା ଓଡ଼ିଆ...

ୟୁପିଏସସି ପକ୍ଷରୁ ‘ଏନଡିଏ’ ପରୀକ୍ଷା ପାଇଁ ଆବେଦନ ଜାରି, ଡିସେମ୍ବର ୩୧ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ନାସନାଲ୍ ଡିଫେନ୍ସ ଏକାଡେମୀ (ଏନଡିଏ) ଓ ଭାରତୀୟ ନୌସେନା ଏକାଡେମୀ (ଆଇଏନଏ)ରେ ନାମଲେଖା ପାଇଁ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୫ ବର୍ଷ ପାଇଁ...

କ୍ରେଡିଟ୍ କାର୍ଡ ବକେୟା ଉପରେ ୩୦ ପ୍ରତିଶତରୁ ଅଧିକ ସୁଧ ଆଦାୟ କରିପାରିବେ ବ୍ୟାଙ୍କ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ କ୍ରେଡିଟ୍ କାର୍ଡର ବକେୟା ରାଶିକୁ ନେଇ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ରେଡିଟ୍ କାର୍ଡର ବକେୟା ରାଶି ଉପରେ ବ୍ୟାଙ୍କଗୁଡ଼ିକ ୩୦ ପ୍ରତିଶତରୁ ଅଧିକ ସୁଧ ଆଦାୟ କରିପାରିବେ ବୋଲି...

ବର୍ଡର-ଗାଭାସ୍କର ଟ୍ରଫି: ନୀତିଶଙ୍କ ଶତକୀୟ ଇନିଂସ୍, ଟିମ୍ ଇଣ୍ଡିଆର ସ୍କୋର ୩୫୮/୯  

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଥିବାବେଳେ ଲଢୁଆ ପ୍ରଦର୍ଶନ କରିଛି ଟିମ୍...

ଅନ୍ତିମ ବିଦାୟ ନେଲେ ଡକ୍ଟର ମନମୋହନ ସିଂହ

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ମନମୋହନ ସିଂହଙ୍କୁ ଶେଷ ବିଦାୟ ଦେବା...

ଜାନୁଆରି ୩ରୁ ୟୁଜିସି-ନେଟ୍ ପରୀକ୍ଷା: ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବିଷୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି ୟୁଜିସି-ନେଟ୍ ପରୀକ୍ଷା। ଏହା ଜାନୁଆରି ୧୬ ତାରିଖ ଯାଏଁ ଚାଲିବ। ଏନେଇ ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ସୂଚୀ ଜାରି ହୋଇଛି। ୟୁଜିସି-ନେଟ୍...

ରାଉରକେଲାରେ ଆଜିଠାରୁ ହକି ଇଣ୍ଡିଆ ଲିଗ୍: ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ଓ ଟିମ୍ ଗୋନାସିକା ମଧ୍ୟରେ ଉଦଘାଟନୀ ମ୍ୟାଚ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏହାର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ଓ ଗୋନାସିକା ଟିମ୍...
ossc

ଓଏସଏସସି ପକ୍ଷରୁ ସିଜିଏଲ୍ ପରୀକ୍ଷା ପାଇଁ ଆବେଦନ ଜାରି, ଆଜି ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ଗ୍ରାଜୁଏଟ ଲେଭାଲ (ସିଜିଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା...

ତାମିଲନାଡୁ ସରକାରଙ୍କ ବିରୋଧରେ ଅଭିନବ ପ୍ରତିବାଦ: ନିଜକୁ ଚାବୁକ ମାରିଲେ ବିଜେପି ନେତା କେ. ଆନ୍ନାମଲାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁ ବିଜେପି ସଭାପତି କେ. ଆନ୍ନାମଲାଇଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର କୋଏମ୍ବାଟୁର ସ୍ଥିତ ବାସଭବନ ସମ୍ମୁଖରେ ନିଜକୁ ନିଜେ ଚାବୁକ ମାଡ଼ ଦେଇ ଅନ୍ୟାୟର ପ୍ରତିବାଦ କରିଛନ୍ତି। ଚେନ୍ନାଇର ଆନ୍ନା...