ଆଜି ବାରବାଟୀରେ ଅଭ୍ୟାସ କରିବେ ଭାରତ-ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୧୦ଟାରେ ଭାରତ କରିବ ଅଭ୍ୟାସ।
ଦିନ ୨ଟାରେ ଓ୍ଵେଷ୍ଟଇଣ୍ଡିଜ କରିବ ଅଭ୍ୟାସ।
କଟକ: ଆଜି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳି ଅଭ୍ୟାସ କରିବେ। ଅଭ୍ୟାସ ପାଇଁ ଭାରତ...
୨୦୧୯ ଫ୍ଲାସବ୍ୟାକ୍: ଭୁବନେଶ୍ୱର ହକିର ନୂଆ ହବ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ରେ ରାଜଧାନୀ ଭୁବନେଶ୍ୱର କେମିତି କ୍ରୀଡ଼ା ରାଜଧାନୀର ମାନ୍ୟତା ପାଇବା ସହ ହକି ପାଇଁ ନୂଆ ପରିଚୟ ଆଣିଛି ଜାଣନ୍ତୁ ଓଡ଼ିଶାଲାଇଭର ‘ଫ୍ଲାସ୍ ବ୍ୟାକ୍- ୨୦୧୯’ ରିପୋର୍ଟରେ।
(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): ‘ମାଇଁ...
ବାରବାଟୀକୁ ଜଗିବ ୮୦ ପ୍ଲାଟୁନ ପୋଲିସ ଫୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ୨୨ ତାରିଖରେ ଭାରତ ୱେଷ୍ଟଇଣ୍ଡିଜ୍ ଶେଷ ଦିନିକିଆ ମ୍ୟାଚ୍ ବାରବାଟୀ ଅନୁଷ୍ଠିତ ହେବ। ଏହା ପୂର୍ବରୁ ୨୧ ତାରିଖରେ ଦୁଇ ଦଳ ଷ୍ଟାଡିୟମରେ ଅଭ୍ୟାସ କରିବେ। ଷ୍ଟାଡିୟମକୁ ଖେଳାଳି ପ୍ରବେଶ...
ଝିଲି ଦଳବେହେରା ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପାଇଁ ଗର୍ବ ଆଣିଦେଲେ ଝିଲି ଦଳବେହେରା। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାରତର ନାଁ ରଖିଥିବା ମହିଳା ଭାରୋତ୍ତୋଳନକାରୀ ଝିଲି ଦଳବେହେରା ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର।...
ମେ’ ଫେୟାରରେ ମଉଜ କଲା ଟିମ୍ ଇଣ୍ଡିଆ, ଏସପ୍ଲାନେଡ୍ ବୁଲିଲେ ଇଣ୍ଡିଜ୍ ଖେଳାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଉମିନ୍ ଖାଇ ସେଲଫି ନେଇ ମେ’ ଫେୟାରରେ ମଉଜ କରୁଛନ୍ତି ବିରାଟ ବାହିନୀ। ବାରବାଟୀ ମ୍ୟାଚକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାବେଳେ ଏବେ ମଉଜ ମସ୍ତିରେ ବ୍ୟସ୍ତ ଅଛନ୍ତି...
ରଣଜୀ ମ୍ୟାଚ – ଗୋଟିଏ ଇଂନିସ ସହ ୩୧ ରନ୍ରେ ଜିତିଲା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଣଜୀ କ୍ରିକେଟରେ ଓଡ଼ିଶାର ଇଂନିସ ବିଜୟ ହୋଇଛି। ଏହି ମ୍ୟାଚରେ ସର୍ଭିସେସକୁ ଏକ ଇଂନିସ ଓ ୩୧ ରନ୍ରେ ପରାସ୍ତ କରିଛି ଓଡ଼ିଶା। ଓଡ଼ିଶାକୁ ବର୍ତ୍ତମାନ ୧୪ ପଏଣ୍ଟ ମିଳିଛି। ଏହାସହ...
ଆଇପିଏଲରେ ଚେନ୍ନାଇ ଓ ବେଙ୍ଗାଳୁରୁ ଦଳରୁ କେତେ ଟଙ୍କା ନିଅନ୍ତି ଧୋନି, କୋହଲି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ଆଇପିଏଲ୍ ୨୦୨୦ ପାଇଁ ଖେଳାଳି ନିଲାମ ପକ୍ରିୟା ଶେଷ ହୋଇସାରିଛି। ଏଥିରେ ଦେଶ ବିଦେଶର ବହୁ ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ଦେଇ ଫ୍ରାଞ୍ଚାଇଜମାନେ କିଣିନେଇଛନ୍ତି। ଗୋଟିଏ କଥା କିନ୍ତୁ...
ଇଣ୍ଡିଆ-ଇଣ୍ଡିଜ୍ ମ୍ୟାଚ୍ ପାଇଁ କଟକରେ ଟ୍ରାଫିକ୍ ଗାଇଡ୍ଲାଇନ୍, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ରବିବାର ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି। ଏହି ଦିନିକିଆ ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
ରିଂ ରୋଡ୍ରେ ଆସୁଥିବା ଗାଡ଼ିଗୁଡ଼ିକ ତଳ ବାଲିଯାତ୍ରା...
ଆଇପିଏଲ୍ ୨୦୨୦ରେ ଏହି ଖେଳାଳି ହେଲେ ନିରାଶ, କିଣିଲେନି କୌଣସି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ୨୦୨୦ ପାଇଁ ଖେଳାଳି ନିଲାମ ଶେଷ ହୋଇଛି। ୮ଟି ଦଳ ଏହି ନାଲାମରେ ଭାଗ ନେଇ ନିଜ ନିଜ ପସନ୍ଦର ଖେଳାଳିଙ୍କୁ କିଣିଛନ୍ତି। ଏହି ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପ୍ୟାଟ୍...
ଆଜି ଅଭ୍ୟାସ କରିବେନି ଭାରତ-ଓ୍ଵେଷ୍ଟଇଣ୍ଡିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବାରବାଟୀରେ ଅଭ୍ୟାସ କରିବେନି ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ଦଳ। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୨ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍।
ଆଜି ସକାଳ...





















