ଏସିଆ କୁସ୍ତି ଚାମ୍ପିଅନସିପ୍: ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ନବଜୋତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଭାରତୀୟ ମହିଳା ଭାବେ ସିନିୟର୍ ଏସିଆନ୍ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିଣି ଭାରତୀୟ ମଲ୍ଲଯୋଦ୍ଧା ନବଜୋତ୍ କୌର୍ ଇତିହାସ ରଚିଛନ୍ତି।
କିର୍ଗିଜ୍ସ୍ଥାନର ବିସ୍କେକ୍ଠାରେ ଅନୁଷ୍ଠିତ ସିନିୟର୍ ଏସିଆନ୍ ଚାମ୍ପିଅନ୍ସିପ୍ରେ ୬୫ କିଲୋ ଫ୍ରି’ଷ୍ଟାଇଲ୍...
ସଚିନଙ୍କ ରେକର୍ଡ ଭାଙ୍ଗି ପାରିବେ କି କୋହଲି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି କ୍ରିକେଟ ପିଚ୍ରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ ହୋଇପାରେ...
ଓଡ଼ିଶାରେ ବିଶ୍ଵକପ୍ ହକି ପାଇଁ ଖେଳସୂଚୀ ଘୋଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହକି ବିଶ୍ୱକପ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ର ହକି ଗ୍ରାଉଣ୍ଡରେ ଖେଳାଯିବ। ୧୯ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତ ସମେତ ବିଶ୍ୱର...
ଆଇପିଏଲରେ ଲାଗୁ ହେବ ଡିଆରଏସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଆଇପିଏଲ୍ ଡିଆରଏସ୍ ଲାଗୁ କରାଯିବା ନେଇ ବିସିସିଆଇ ସବୁଜ ସଂକେତ ଦେଇଛି।
ଆଇପିଏଲ୍ ୧୧ ତମ ସଂସ୍କରଣରେ ଡିଆର୍ଏସ୍(ଡିସିସନ୍ ରିଭ୍ୟୁ ସିଷ୍ଟମ୍) କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍...
ବିଶ୍ଵର ସର୍ବକନିଷ୍ଠ ଅଧିନାୟକ ରଶିଦ୍ ଖାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସର୍ବଦା ଗୃହଯୁଦ୍ଧର ସାମ୍ନା କରୁଥିବା ଆଫଗାନିସ୍ତାନ ଲୋକଙ୍କୁ ଖୁସି ମନାଇବା ପାଇଁ ଖୁବ୍ କମ ସୁଯୋଗ ମିଳିଥାଏ। ଏଥର କିନ୍ତୁ ଦେଶକୁ ଏଭଳି ଏକ ଚେହେରା ମିଳିଛି । ଯିଏକି ନିଜ...
କହୁ କହୁ କହିଦେଲେ ବିଶାଲ୍ : ରାହୁଲ ଦ୍ରାଭିଡ ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଣ୍ଡର-୧୯ ବିଶ୍ଵ ବିଜେତା ଦଳର କୋଚ୍ ରାହୁଲ ଦ୍ରାଭିଡଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ପ୍ରସିଦ୍ଧ ସଙ୍ଗୀତକାର ବିଶାଳ ଡାଡଲାନି।
ରାହୁଲ ଦ୍ରାଭିଡଙ୍କ ମାର୍ଗଦର୍ଶନରେ...
ଆରମ୍ଭ ହେବ ମହିଳା ଆଇପିଏଲ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ ଆଇପିଏଲ୍ କ୍ରିକେଟ୍ ଭଳି ମହିଳା କ୍ରିକେଟ ଦଳ ବି ଫଟାଫଟ୍ କ୍ରିକେଟ୍ ଖେଳିବାର ସମ୍ଭାବନା ରହିଛି।
୨୦୧୮ ଏପ୍ରିଲରେ ଆରମ୍ଭ ହେବ ଆଇପିଏଲ୍। ଏଥର ଫଟାଫଟ୍ କ୍ରିକେଟ୍ରେ ପୁରୁଷଙ୍କ ପରି ମହିଳାମାନେ...
ଗବରଙ୍କ ‘ହେଡ୍ ମସାଜ୍’ କଲେ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିରାଟ କୋହଲି ଡ୍ରେସିଂ ରୁମରେ ଟିମ୍ ଇଣ୍ଡିଆର ଗବର ଶିଖର ଧାୱନଙ୍କର ମୁଣ୍ଡ ମସାଜ କରୁଥିବା ଭିଡିଓ ଭାଇରାଲ୍
ଟି-୨୦ ସିରିଜ୍ ବିଜୟ ସହ ଭାରତ ସଫଳ ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ କରିଛି।...
ଦେଶକୁ ଗର୍ବିତ କଲେ ଅରୁଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦର ଅରୁଣା ବି ରେଡ୍ଡୀ ଜିମ୍ନାଷ୍ଟିକ୍ ବିଶ୍ୱକପରେ ଦେଶ ପାଇଁ ପ୍ରଥମ ପଦକ ଜିଣି ଦେଶକୁ ଗୌରାବାନିତ୍ଵ କରିଛନ୍ତି।
୨୨ ବର୍ଷୀୟ ଅରୁଣା ବି ରେଡ୍ଡୀ ବିଶ୍ୱକପ୍ରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି।...
ଟେଷ୍ଟ ଚାମ୍ପିଅନସିପ୍ ଗଦା ହାସଲ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନଂ୧ ସ୍ଥାନରେ ଥିବା ଭାରତୀୟ କ୍ରିକେଟ ଦଳକୁ ଆଇସିସି ପକ୍ଷରୁ ଟେଷ୍ଟ ଚାମ୍ପିଅନସିପର ଗଦା ଉପହାର ମିଳିଛି।
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି...





















