ଭୁବନେଶ୍ୱର: ନାଲକୋ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲକୋ) ପକ୍ଷରୁ ସତର୍କତା ସଚେତନତା ସପ୍ତାହ- ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ସମସ୍ତ...
ରୁମାଟଏଡ୍ ଆର୍ଥ୍ରାଇଟିସ୍ କାହିଁକି ହୁଏ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=Fcu6OilOF_M
ରୁମାଟଏଡ୍ ଆର୍ଥ୍ରାଇଟିସ୍ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି...
ବିହାର ବିଧାନସଭା ନିର୍ବାଚନ: ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିହାର ବିଧାନସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ପଡ଼ିଲା ଭୋଟ୍। ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ଲାଗି ଚାଲିଛି ମତଦାନ।
ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୧୨୧ଟି ଆସନରେ ମତ ସାବ୍ୟସ୍ତ କରୁଛନ୍ତି...
ନରସିଂହ ମିଶ୍ର କହିଲେ – ବିଜୁବାବୁଙ୍କ ସହ କେମିତି ସମ୍ପର୍କ ହେଲା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=x93Dt3fmBSU
ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା ନରସିଂହ ମିଶ୍ର। ମାତ୍ର ୧୮ ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଇ ଆରମ୍ଭ କରିଥିଲେ ତାଙ୍କର ରାଜନୈତିକ ଜୀବନ। ୬ ଦଶନ୍ଧିରୁ ଅଧିକ ଦିନ...
ଜନ୍ମଦିନ ପାଳିଲେ କ୍ରିକେଟ ଜଗତର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/fUqzQ8NCSpg
କ୍ରିକେଟ୍ ଜଗତର ମଡର୍ଣ୍ଣ ମାଷ୍ଟର ବିରାଟ କୋହଲିଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଭାରତର ରନ୍ ମେସିନ ଭାବେ ବିଖ୍ୟାତ ବିରାଟ କୋହଲି କଠିନ ପରିଶ୍ରମ ବଳରେ...
ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୨ ତାରିଖ ଯାଏଁ ଚାଲିବ ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟିକ ମେଳା। ଐତିହାସିକ ବାଲିଯାତ୍ରାକୁ ଉଦଘାଟନ...
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀମନ୍ଦିର ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର ପୁରୀ। ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ରାଜରାଜେଶ୍ଵର ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ବଡ଼ଠାକୁରଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିରରେ...
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଓଡ଼ିଶାବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ହୋଇଛି ସାରା ରାଜ୍ୟ। ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ଅବସରରେ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଓଡ଼ିଆ।...
ପ୍ରଶାନ୍ତ ନନ୍ଦ କହିଲେ – କୋଲକାତା ଅନୁଭୂତି କେବେ ଭୁଲି ହେବନି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=PNZBaYEIpIs&t=4s
ଓଡ଼ିଆ ସିନେମା ଜଗତର ପ୍ରତିଷ୍ଠିତ ନାଁ ପ୍ରଶାନ୍ତ ନନ୍ଦ। ‘ଶେଷ ଶ୍ରାବଣ’, ‘ସ୍ୱପ୍ନ ସାଗର’, ‘ଡୋରା’ ଭଳି ଅନେକ ସୁପରହିଟ୍ ଓଡ଼ିଆ ସିନେମା ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଅଭିନେତା, ନିର୍ଦ୍ଦେଶକ,...
ଛତିଶଗଡ଼: ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zkm3nEiQHAI
ଛତିଶଗଡ଼ର ବିଳାସପୁରରେ ବଡ଼ ଧରଣର ଟ୍ରେନ ଦୁର୍ଘଟଣା। ଏକ ପାସେଞ୍ଜର ଟ୍ରେନ ଓ ମାଲବାହୀ ଟ୍ରେନ ଗୋଟିଏ ଟ୍ରାକକୁ ଆସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁଇ ଟ୍ରେନ ମଧ୍ୟରେ ଧକ୍କା...




















