ଓଡ଼ିଶାରେ ଗଡ଼ିବ ଆଉ ୬ ଶହ ଇ-ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/25T8Ls1CMiI?feature=share ଓଡ଼ିଶାରେ ଗଡ଼ିବ ଆଉ ୬ ଶହ ଇ-ବସ୍। ପରିବେଶକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କେବଳ ରାଜଧାନୀ ଭୁବନେଶ୍ଵର ନୁହେଁ ରାଜ୍ୟର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଇ-ବସ୍...

ବିବାହ ପରେ ଆଗେଇଲା ମିନାକ୍ଷୀ ରଥଙ୍କ ସଙ୍ଗୀତ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=LHaU6bQ6sR0 ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ପରିଚିତ କଣ୍ଠଶିଳ୍ପୀ ମିନାକ୍ଷୀ ରଥ। ୨ ଶହରୁ ଅଧିକ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି ମିନାକ୍ଷୀ। ପିଲାଟି ବେଳୁ ମିନାକ୍ଷୀଙ୍କର ସଙ୍ଗୀତ ପ୍ରତି ରୁଚି ରହିଥିଲା।...

ମେନୋପଜ ସମୟରେ କେମିତି ନେବେ ନିଜର ଯତ୍ନ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=gJyFNhsn8n8 ମେନୋପଜ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡର ଆରମ୍ଭ ହେବା ଦିନରୁ ମେନୋପଜ ପର୍ଯ୍ୟନ୍ତ ମହିଳା ହରମୋନ ଅସନ୍ତୁଳନର ସାମ୍ନା କରିଥାଆନ୍ତି। ଖାସ କରି ଏହି ସମୟରେ ନିଜର...

ଭୁବନେଶ୍ଵର: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଏବଂ ପୋଷଣ ମାସ’ କର୍ମଶାଳା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ଏବଂ ପ୍ରେସ ଇନଫରମେସନ ବ୍ୟୁରୋ (ପିଆଇବି) ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ “ରାଜଭାଷା ହିନ୍ଦୀ କର୍ମଶାଳା ସହ ପୋଷଣ...

କମିଲା ଜିଏସଟି: ଶସ୍ତା ହେଲା ଦୈନନ୍ଦିନ ସାମଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/mcNeNb098qw ଭାରତରେ ଗୁଡ୍ସ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ ବା ଜିଏସଟିକୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ୫୬ତମ ଜିଏସଟି ପରିଷଦ ବୈଠକରେ ବର୍ତ୍ତମାନର ୪-ସ୍ତରୀୟ ଜିଏସଟି ସ୍ଲାବ୍‌ ବଦଳରେ ୫...

ଏହି ହ୍ରଦରେ ପୃଥିବୀର ସର୍ବାଧିକ ମଧୁର ଜଳ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/9CfiHq7l5Gg ଆମେ ସମସ୍ତେ ଜାଣିଥିବା ପୃଥିବୀରେ ଜଳରୁ ୯୭ ଭାଗ ହେଉଛି ସମୁଦ୍ରର ଲୁଣି ପାଣି, ମାତ୍ର ୩ ପ୍ରତିଶତ ମଧୁର ଜଳ। ସେହି ମଧୁର ଜଳର ଦୁଇ-ତୃତୀୟାଂଶ ପୃଥିବୀର ୨ ମେରୁରେ...

ମଦ୍ୟପାନ ଯୋଗୁଁ ଲିଭର ଖରାପ ହେଲେ ଏହାର ଚିକିତ୍ସା କେମିତି ହୁଏ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://youtu.be/Hr2Q8x7hPB4?si=ijAekxTwxgbytH8L ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ପ୍ରଥମ ପର୍ଯ୍ୟାୟରେ ଫ୍ୟାଟି ଲିଭର ଏବଂ ଶେଷ ପର୍ଯ୍ୟାୟରେ ଲିଭର ସିରୋସିସ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। କେତେକ କ୍ଷେତ୍ରରେ...

‘ଗୋଟିପୁଅ’ – ଭାବ ଓ ସମର୍ପଣର ନୃତ୍ୟ ଏବଂ ଓଡ଼ିଆ ଅସ୍ମିତାର ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/B7nSvWQ2f7A ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଗୋଟିପୁଅ ନୃତ୍ୟ ମହୋତ୍ସବ। ଓଡ଼ିଆ ଭାଷା, ସାହିତ୍ୟ...

ବଢ଼ିବ ପରିସୀମା: ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିବ ରାଜଧାନୀ ଭୁବନେଶ୍ୱରର ପରିସୀମା। ପ୍ରାୟ ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର। ଗୋଠପାଟଣା, ମଳିପଡ଼ା, ଦାସପୁର ଓ ଅନ୍ଧାରୁଆକୁ ନେଇ ଏହି ନୂଆ ସହର ଗଢ଼ା ହେବ। ଏନେଇ...

ଅକ୍ଟୋବର ୮ରୁ ଆରଆଇ ଓ ଅମିନ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଅକ୍ଟୋବର ୮ ତାରିଖରୁ ହେବ ଆରଆଇ, ଏଆରଆଇ, ଆଇସିଡିଏସ ସୁପରଭାଇଜର ଓ ଅମିନ ପରୀକ୍ଷା। ଏହି ପରୀକ୍ଷା ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ...