ପାଞ୍ଚ ଶହ କୋଭିଡ୍ ପଜେଟିଭ ଶବଦାହ କରିଛନ୍ତି ମଧୁସ୍ମିତା ପୃଷ୍ଟି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=qCDFgBM_1Ds ଅନେକ ଅଚିହ୍ନା ଶବ’ର ସାଥୀ ପାଲଟିଛନ୍ତି, ସେମାନଙ୍କ ଶେଷ ଯାତ୍ରାକୁ ସମ୍ମାନ ଦେଇଛନ୍ତି। ସମାଜସେବା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଧୁସ୍ମିତା ପୃଷ୍ଟି। ଅଜଣା ଲୋକଙ୍କ ଶବକୁ ଅପଣାର କରୁଥିବାରୁ...

ଭାରତର ଗୁଇନ୍ଦା ବନିଥିଲେ ପାକିସ୍ତାନୀ ସେନା ମେଜର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Yz8xPyDIuYw ରାଜସ୍ଥାନର ରବୀନ୍ଦ୍ର କୌଶିକ। ମାତ୍ର ୨୩ ବର୍ଷ ବୟସରେ ର’ ଏଜେଣ୍ଟ ହୋଇ ପାକିସ୍ତାନ ଚାଲି ଯାଇଥିଲେ। ଏପରି ଜଣେ ପାକିସ୍ତାନୀ ବନିଥିଲେ, ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ଧୋକା...

ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ...

ବିଜେଡିର ଗୁମର ଖୋଲିଲେ ବିଧାୟକ ଗୌତମବୁଦ୍ଧ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Ib9rNKi4rSE&t=10s ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରରେ ପାଦ ଦେଇ ସଫଳ ହୋଇଛନ୍ତି ଗୌତମବୁଦ୍ଧ ଦାସ। ୨୦୨୪ ନିର୍ବାଚନରେ ପ୍ରଥମ ଥର ନିର୍ବାଚନ ଲଢ଼ି ଭୋଗରାଇରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେ। ଦିବଙ୍ଗତ ନେତା ଦୁର୍ଗାଶଙ୍କର...

ଟ୍ରମ୍ପଙ୍କ ଟାରିଫର ଭାରତ ପାଇଁ ବିକଳ୍ପ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/71nUzDmkC38 ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସମାଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଭାରତର ରପ୍ତାନୀ ଉପରେ ବଡ଼ ପ୍ରଭାବ ପଡ଼ିଛି। ତେବେ ଏହି ଟାରିଫରୁ...

କାହିଁକି ହେଉଛି ସର୍ଭାଇକାଲ କ୍ୟାନ୍ସର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=4W_KwUPm-4k ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍‌ପିଭି ସଂକ୍ରମଣ। ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ...

ରାଜ୍ୟସ୍ତରୀୟ ହକି ଚାମ୍ପିୟନସିପରେ ମୟୂରଭଞ୍ଜ ସବଜୁନିୟର ବାଳିକା ଦଳର ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହକି ଆସୋସିଏସନ ଅଫ ଓଡ଼ିଶା ଆନୁକୂଲ୍ୟରେ ରାଉରକେଲାଠାରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟସ୍ତରୀୟ ସବଜୁନିୟର ବାଳିକା ହକି ଚାମ୍ପିୟନସିପରେ ମୟୂରଭଞ୍ଜ ଦଳ ସଫଳତା ହାସଲ କରିଛି। ଚିତ୍ତାକର୍ଷକ ଖେଳ...

ଭୁବନେଶ୍ୱର: ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ବୃକ୍ଷ ରୋପଣ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସ୍ମାର୍ଟ ବୋର୍ଡ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ପରିବେଶକୁ ସବୁଜ ସୁନ୍ଦର କରିବା ତଥା ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ...

ଓଡ଼ିଶାରେ ଆହୁରି ୭ ଦିନ ପ୍ରବଳ ବର୍ଷା ସମ୍ଭାବନା, ସବୁ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଅଗଷ୍ଟ ୨୭ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...

ଧାତୁ ସମସ୍ୟାକୁ ନେଇ ଚିନ୍ତିତ କି, ଜାଣନ୍ତୁ କେମିତି ଭଲ ହେବ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=UV56oYrPkZ0 ଧାତୁ ରୋଗକୁ ନେଇ ଅନେକ କଥା ରହିଛି। କିଏ କୁହେ ଅଧିକ ଧାତୁ ଶରୀରରୁ ଗଲେ ବ୍ୟକ୍ତି ପତଳା ହୋଇଯା’ନ୍ତି, ତ’ କିଏ ପୁହେ ଧାତୁ ଏକ ପ୍ରକାର ରୋଗ। ତେବେ...