ଆଜିର ବଡ଼ ଖବର(ମେ ୧୪, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
କଂଗ୍ରେସକୁ ଧମକ ଦେଉଛନ୍ତି ମୋଦି, ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ମନମୋହନ ସିଂ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ହିଂସାରେ ୭ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ବାଦବିବାଦ ପରେ ଆଜି ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟି ୭ଜଣଙ୍କ ମୃତ୍ୟୁ ଘଟିଛି।
ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟନ ନିର୍ବାଚନ। ଗୋଟିଏ ସପ୍ତାହର ଅନିଶ୍ଚିତତା ପରେ...
୯ମଥର ପାଇଁ ପ୍ଲେ ଅଫ୍ରେ ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କୁ ସଲାମ୍ ଜଣାଇଲା ସୁରକ୍ଷା କୁକୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ଚେନ୍ନାଇ ୯ମ ଥର ପାଇଁ ଆଇପିଏଲର ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଏହାପରେ ଧୋନୀଙ୍କୁ ସଲାମ ଜଣାଇଛି ସୁରକ୍ଷାରେ ନିୟୋଜିତ ହୋଇଥିବା କୁକୁର।
୨୦୧୮ ଆଇପିଏଲ ମହାସମର...
ବିବାହିତ ମହିଳାଙ୍କ ସହ ଗଣଦୁଷ୍କର୍ମ: ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଉରକେଲାରେ ଘଟିଛି ଏକ ଲୋମହର୍ଷକାରୀ ଘଟଣା। ଘରେ ଶୋଇଥିବାବେଳେ ଜଣେ ମହିଳାଙ୍କୁ ୪ଜଣ ଯୁବକ ଘରେ ପଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।। ଏହି ୪ଜଣଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ...
ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ: ୬୫ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ବିଭିନ୍ନ ସ୍ଥାନରେ ଝଡ଼ ତୋଫାନର ତାଣ୍ଡବ ଯୋଗୁଁ ୬୫ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।
ଉତ୍ତର ଭାରତରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ହେବା ସହ ୬୫ଜଣ...
କେମୋଥେରାପି ହିଁ କ୍ୟାନସର ରୋଗୀଙ୍କ ଜୀବନ ରକ୍ଷା କରିଥାଏ: ଡାକ୍ତର ସୌରଭ କୁମାର ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାନ୍ସର ରୋଗୀଙ୍କ ପାଇଁ କେମୋଥେରାପି ଚିକିତ୍ସାର ଆବଶ୍ୟକତା ରହିଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କେମୋଥେରାପି ଚିକିତ୍ସା ସଫଳ ହୋଇଛି ବୋଲି ଡାକ୍ତର ସୌରଭ କୁମାର ମିଶ୍ର 'ଓଡ଼ିଶାଲାଇଭ'କୁ ସାକ୍ଷାତକାର ଦେଇ କହିଛନ୍ତି।
କେମୋଥେରାପି...
ଡାଇବେଟିସ୍ ରୋଗୀଙ୍କ ପାଇଁ ବେଶ୍ ଉପକାରୀ କ୍ୟାପସିକମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଦବହୁଳତା ଓ ଡାଇବେଟିସ୍ ଏହି ଦୁଇଟି ରୋଗ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଔଷଧ ସହିତ ସଠିକ୍ ଖାଦ୍ୟାଭ୍ୟାସ ଏହି ଦୁଇଟି ରୋଗର ନିୟନ୍ତ୍ରଣ ପାଇଁ ବହୁ...
ପରଦାରେ ଏହି କଳାକାରମାନେ ବନିଥିଲେ ସମଲିଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ କଳାକାରମାନେ ଆଉ ଷ୍ଟେରିଓ ଟାଇପ୍ ରୋଲ୍ କରିବାକୁ ଚାହାନ୍ତି ନାହିଁ। ସେମାନେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଏହି କାରଣରୁ କେତେକ ବଲିଉଡ୍ କଳାକାର ଫିଲ୍ମରେ ସମଲିଙ୍ଗୀ...
ଚର୍ବି କମାଇବାକୁ ଚାହୁଁଛନ୍ତି କି? ଖାଆନ୍ତୁ କିସମିସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତଃ କିସମିସ୍କୁ ଡ୍ରାଏ ଫ୍ରୁଟସର ରାଜା କୁହାଯାଏ। ଅନ୍ୟ ଡ୍ରାଏ ଫ୍ରୁଟସ ତୁଳନାରେ କିସମିସ୍ ଅପେକ୍ଷାକୃତ ଶସ୍ତାରେ ମିଳୁଥିବାରୁ କିସମିସର ଚାହିଦା ଅଧିକ ରହିଥାଏ ।
କିସମିସ୍ରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଏ...
ସ୍କ୍ରିନନେମ୍ ହିନ୍ଦୁ, ବାସ୍ତବରେ ଏହି ସେଲିବ୍ରିଟିମାନେ ମୁସଲମାନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ମୁସଲମାନ, କିନ୍ତୁ ପରଦାରେ ସେମାନଙ୍କର ସ୍କ୍ରିନନେମ ରହିଛି ହିନ୍ଦୁ। ଆସନ୍ତୁ ସେଭଳି କିଛି ବଲିଉଡ କଳାକାରଙ୍କ କଥା ଜାଣିବା।
ମଧୁବାଲା
ପଚାଶ...





















