୨୦୧୮ ମାର୍ଚ୍ଚ ୩୧କୁ ଘୁଞ୍ଚିଲା ଆଧାର-ପ୍ୟାନ୍ ଲିଙ୍କ୍ ଡେଡଲାଇନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୁଞ୍ଚିଲା ଆଧାର ଲିଙ୍କର ଡେଡଲାଇନ୍‌। କରଦାତା ଏବଂ ଗ୍ରାହକଙ୍କ ଦାବିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆଧାର ଏବଂ ପ୍ୟାନ୍‌ ନମ୍ବର ଲିଙ୍କ୍‌ର ଶେଷ ତାରିଖକୁ ୩ ମାସ ବଢ଼ାଇ ଦେଇଛନ୍ତି।...

ବିଧାନସଭାରେ ଚାଷୀ ଆତ୍ମହତ୍ୟା ତାତି: ସରକାରଙ୍କୁ ଘେରିଲେ ବିରୋଧୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ବିରୋଧୀ ଅଚଳ କରୁଛନ୍ତି ବିଧାନସଭା। ଗୁରୁବାର ମହାନଦୀ ପ୍ରସଙ୍ଗରେ ଗୃହ ଅଚଳ ହୋଇଥିବା ବେଳେ ଶୁକ୍ରବାର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି...

ବର୍ଷାରେ ଭିଜୁଛି ୧୦ଟି ଜିଲ୍ଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ଟି ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଲଘୁଚାପ ବର୍ଷା। କୋହଲା ପବନ କରୁଛି ଜନଜୀବନକୁ ଅସ୍ତବ୍ୟସ୍ତ। ୯ରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କରିଛି ପୂର୍ବାନୁମାନ। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆରମ୍ଭ...

ପାଇକର ଯୁଦ୍ଧଯାତ୍ରା

ଗୋଦାବରୀଶ ମହାପାତ୍ର କବି ଗୋଦାବରୀଶ ଓଡ଼ିଆ ପାଇକ ବୀରର ଜୀବନଗାଥାକୁ ଅତି ମାର୍ମିକ ଭାବରେ କଲମରେ ଫୁଟାଇଛନ୍ତି। ବର୍ତ୍ତମାନ ପାଇକ ବିଦ୍ରୋହର ଶତବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ ‘ପାଇକର ଯୁଦ୍ଧଯାତ୍ରା’ କବିତାକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବାକୁ...

ପାଇକ ବିଦ୍ରୋହର ଘଟଣା ପ୍ରବାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପାଇକ ଇତିହାସର ଗୁରୁତ୍ୱପୂର୍ଣ୍ଣ ଘଟଣା ଓ ପ୍ରବାହ ୧୮୦୩ ଖ୍ରୀ.ଅ.– ଦେବଗ୍ରାମ ସନ୍ଧିରେ ମରହଟ୍ଟାମାନେ ଇଂରେଜମାନଙ୍କୁ ଓଡ଼ିଶା ଛାଡ଼ିଦେଲେ। ୧୮୦୩ ସେପ୍ଟେମ୍ବର ୦୮- ମାଲୁଦର ଜମିଦାର ଫତେ ମହମ୍ମଦଙ୍କ ସହାୟତାରେ ଇଂରେଜମାନଙ୍କର ଗଞ୍ଜାମ...

ବରଗଡ଼ ଧନୁଯାତ୍ରା: ରାଜଦାଣ୍ଡରେ କଂସ

ଅଶୋକ ବହିଦାର ରାଜଦରବାର ଛାଡ଼ି ରାଜଦାଣ୍ଡକୁ ଓହ୍ଲାଇ ଆସନ୍ତି ବରଗଡ଼ ଧନୁଯାତ୍ରାର କଂସ। ହାତୀ ଉପରେ ବସି ନଗର ପରିକ୍ରମା କରନ୍ତି। ଲୋକଙ୍କୁ ସୁଖଦୁଃଖ ବୁଝନ୍ତି। ଆଉ ଯେଉଁଠି ଅନ୍ୟାୟ ଦେଖନ୍ତି ସେଠି ଦଣ୍ଡବିଧାନ...

ପ୍ରଧାନମନ୍ତ୍ରୀଙ୍କୁ ‘ନୀଚ’ କହି କଂଗ୍ରେସରୁ ବିଦା ହେଲେ ମଣିଶଙ୍କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଜୁରାଟ ନିର୍ବାଚନ ବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଚତୁରତାର ସହ ଗୋଟି ଚାଳନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନିଜ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କୁ...

ଯୁବ ଉଦ୍ୟୋଗୀମାନଙ୍କୁ ଟାଇ ସବୁବେଳେ ଉତ୍ସାହିତ କରେ: ଦେବାଶିଷ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ହୋଟେଲ୍‌ କ୍ରାଉନ୍‌ ଏବଂ ଡାଲ୍‌ମାର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ ଦ ଇଣ୍ଡସ୍ ଅନ୍ତ୍ରପ୍ରିନିୟର୍ସ(ଟାଇ), ଭୁବନେଶ୍ୱର ଶାଖାର ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି। ଜଣେ ଆଗଧାଡ଼ିର ସଫଳ ଉଦ୍ୟାଗୀ ଭାବେ ଶ୍ରୀ...

ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଜୟୀ ରାଜଗୁରୁ: ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟୀ ରାଜଗୁରୁ ଫାଉଣ୍ଡେସନ୍ ତରଫରୁ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ୍ ଇଣ୍ଡିଆଠାରେ ୨୧୧ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଶ୍ରାଦ୍ଧବାର୍ଷିକୀରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

୮ରୁ ବର୍ଷା: ଅବପାତର ରୂପ ନେଉଛି ଲଘୁଚାପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘନଉଛି ଲଘୁଚାପ। ଅବପାତର ରୂପ ନେଇ ଓଡ଼ିଶା ମୁହାଁ ହୋଇଛି ଲଘୁଚାପ। ଏହାର ପ୍ରଭାବରେ ୮ ତାରିଖରୁ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘନୀଭୂତ ହେଉଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି...