ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଜାନୁୟାରୀ ଶେଷ ସୁଦ୍ଧା ୱାର୍ଡ ପୁର୍ନଗଠନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଗଣିତ ଛିଣ୍ଡି ନଥିବା ବେଳେ ୨୦୧୮ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ନଗର ଉନ୍ନୟନ ବିଭାଗ ଚିଠି ଲେଖିଛନ୍ତି। ୨୦୧୮...
ଇଭିଏମ୍ ଟାମ୍ପରିଂରେ ପଡ଼ିବ ପୂର୍ଣ୍ଣଛେଦ! ବିଜେପୁର ଉପ ନିର୍ବାଚନରେ ଲାଗିବ ଭିଭିପାଟ ମେସିନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ କରାଯିବ। ଇଭିଏମ୍ ଟାମ୍ପରିଂ ଅଭିଯୋଗରେ ପୂର୍ଣ୍ଣଛେଦ ପଡ଼ିବ। ଏଥିପାଇଁ ନିର୍ବାଚନ କମିଶନ ଆରମ୍ଭ କରିଛନ୍ତି ପୂର୍ଣ୍ଣ ପ୍ରସ୍ତୁତି। ଭୋଟିଂ ବେଳେ ଇଭିଏମ୍ ସହ ଭୋଟର ଭେରିଫାଏବଲ ପେପର...
କେମିତି ବିଗ୍ ବସ୍ ଅଡିସନ୍ କ୍ରାକ୍ କଲେ ସବ୍ୟସାଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
'ଟେଷ୍ଟ ଅଫ୍ ଓଡ଼ିଶା' ରୁ 'ବିଗ୍ ବସ୍-୧୧' ଅଡିସନ୍ କ୍ରାକ କରିଛନ୍ତି ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ଓରଫ୍ ସଗୁନ୍। ସେ ଏହି ଅଡିସନ୍ କ୍ରାକ କରିବା ପାଇଁ କ'ଣ କରିଛନ୍ତି...
ଆଇସିଏଏନକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରମାଣୁ ହତିଆର ଶେଷ କରିବା ପାଇଁ ଲଗାତାର ଉଦ୍ୟମ କରି ଆସିଥିବା ଅଭିଯାନ ଆଇସିଏଏନକୁ ୨୦୧୭ର ନୋବେଲ ଶାନ୍ତି ପୁରସ୍କାର ମିଳିଛି। ନରୱେଠାରେ ଥିବା ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି ଯେ ଆଇସିଏନକୁ...
ନିର୍ବାଚନ ଲଢ଼େଇରୁ ସନ୍ନ୍ୟାସ: ରେସ୍ରେ ସାମିଲ ହେଲେ ହେମାନନ୍ଦ ବିଶ୍ୱାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ଲଢ଼େଇ ପ୍ରତି ବିମୁଖ ହେଉଛନ୍ତି ବରିଷ୍ଠ ନେତା। ୨୦୧୯ ନିର୍ବାଚନରୁ ଦୂରେଇ ରହିବା ପାଇଁ ସ୍ପଷ୍ଟ ସଙ୍କେତ ଦେଲେଣି ନେତା। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ନିର୍ବାଚନ ରାଜନୀତିରୁ...
ଆନ୍ଧ୍ର ମାଛ ପୋଖରୀରେ ବିଷ: ୨୩ ଲକ୍ଷ ମାଛ ମଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ର ପ୍ରଦେଶର ସଙ୍ଗାରେଡି (ହାଇଦ୍ରାବାଦ ନିକଟ) ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଜିଲ୍ଲାର ପଟନଚେରୁ ପାଖ ଏକ ମାଛ ପୋଖରୀର ଲକ୍ଷ ଲକ୍ଷ ମାଛ ମରିପଡିଥିବା ଭଳି ଘଟଣା...
ଓଲାର କମାଲ: ନବଜାତ ଶିଶୁକୁ ଦେଲା ୫ ବର୍ଷ ମାଗଣା ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ୟାକ୍ସି ଏଗ୍ରିଗେଟର ଓଲା କମ୍ପାନି ନିକଟରେ ଭଲ କାମଟିଏ କରିଦେଖାଇଛି। ଦେଶର ବିଭିନ୍ନ ସହରରେ ଯାତାୟତକୁ ସୁଗମ କରୁଥିବା ଏହି କମ୍ପାନିର ଏକ ଟ୍ୟାକ୍ସିରେ ସନ୍ତାନ ପ୍ରସବ କରିଥିବା ଜଣେ ମହିଳାଙ୍କୁ...
ଜୀବନ ବଞ୍ଚାଇଲା ‘ବାହୁବଳୀ’; ଡାକ୍ତର କଲେ ଅପରେସନ, ରୋଗୀ ଦେଖିଲେ ସିନେମା
ଓଡ଼ିଶାଲାଇଭ୍ ବ୍ୟୁରୋ
ସିନେମା କେବଳ ମଉଜ ସଜଲିସର ମାଧ୍ୟମ ନୁହେଁ, ଏହା ଜଣଙ୍କ ଜୀବନ ବି ରକ୍ଷା କରିପାରେ। ନିକଟରେ ଏହାର ଏକ ବଡ଼ ପ୍ରମାଣ ମିଳିଛି। ବହୁଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ ଯୋଗୁଁ ଜଣେ...
ପ୍ରେମିକାଙ୍କୁ ବିବାହ କରିବେ ଭୁବି; ନିର୍ବନ୍ଧ ସରିଲା, ଡିସେମ୍ବରରେ ବିବାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଇଞ୍ଜିନିୟର ନୁପୂର ନାଗରଙ୍କୁ ବିବାହ କରିବେ। ଗୁରୁବାର ଦିନ...
ପ୍ରତିଷ୍ଠା ଦିବସ ପୂର୍ବରୁ ଏୟାରଫୋର୍ସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୭ ଯବାନଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନାର ଏମ୍ଆଇ୧୭ଭି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଅରୁଚଳ ପ୍ରଦେଶର ତଓ୍ବାଙ୍ଗର ଖିର୍ମୁ ଅଞ୍ଚଳରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଟିଛି ଏହି ଦୁର୍ଘଟଣା। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି।...




















