ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ୨୦୨୫ରେ ଇତିହାସ ରଚିଲେ ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/HCitR2eHQQQ ଜର୍ଜିଆରେ ହୋଇଥିବା ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ୨୦୨୫ରେ ଇତିହାସ ରଚିଛନ୍ତି ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ। ପ୍ରଥମ ଭାରତୀୟ ମହିଳା ଭାବେ ଚେସ୍‌ ବିଶ୍ୱକପ୍‌ ଚାମ୍ପିୟନ ହୋଇଛନ୍ତି ୧୯ ବର୍ଷୀୟ ଦିବ୍ୟା।...

ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଜିଲାନ୍ସ ଜାଲରେ ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରାଜକିଶୋର ଜେନାଙ୍କ ଘର ସମେତ ୧୦ଟି ଠିକଣାରେ ଏକକାଳୀନ...

ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ ମୁସା ନିପାତ!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/q6KM8GOmMfk ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା। ନିପାତ ହେଲା ପହଲଗାମ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କୀ ହାସିମ ମୁସା। ଭାରତୀୟ ସେନାର ସ୍ଵତନ୍ତ୍ର ଅପରେସନରେ ଶ୍ରୀନଗରର ଲିଡଓ୍ଵାସ ଜଙ୍ଗଲରେ ହାସିମର...

ବିଶ୍ଵରେ ଲୋକପ୍ରିୟ ହେବାକୁ ଲାଗିଛି କବାଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/3at89wx9Krg ଗାଁ ଦାଣ୍ଡରେ ଦିନେ କବାଡ଼ି କବାଡ଼ି କହି ଖେଳୁଥିଲେ ପିଲାମାନେ। ଭାରତର ଏହି ପୁରାତନ ଖେଳ ଆଜି ବିଶ୍ଵରେ ଲୋକପ୍ରିୟ ହେବାରେ ଲାଗିଛି। କବାଡ଼ିର ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ଆଣିଛି...

ଭାରତର ସବୁଠୁ ମହଙ୍ଗା ସିନେମା ହେବ ‘ରାମାୟଣ’!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Av0mm5mtrsc ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଟିଜର ରିଲିଜ୍ ହୋଇସାରିଛି। ଏହାପରଠାରୁ ଫିଲ୍ମର ବଜେଟକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି। ଏହା ଭାରତର ସବୁଠୁ ମହଙ୍ଗା ଫିଲ୍ମ ହୋଇପାରେ ବୋଲି କୁହାଯାଉଛି। ସିନେମାର...

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/s6yqJksnG-A ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଣ୍ଡିତ ଜବାହରଲାଲ ନେହରୁଙ୍କ ପରେ କ୍ରମାଗତ ଭାବେ ସର୍ବାଧିକ ଦିନ ଭାରତର ପ୍ରଧାନମନ୍ତ୍ରୀ ପଦରେ ରହିବାର ଗୌରବ ହାସଲ କରିଛନ୍ତି ନରେନ୍ଦ୍ର...
JALAKA FLOOD

ଓଡ଼ିଶାର ୬ ଜିଲ୍ଲାରେ ବନ୍ୟା, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Bx9sv32S_lM ଲଘୁଚାପଜନିତ ଲଗାଣ ବର୍ଷା ‌ଯୋଗୁଁ ଓଡ଼ିଶାର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ବନ୍ୟା ବିପନ୍ନଙ୍କ ଦୁଃଖ ବଢ଼ିବାକୁ ଲାଗିଛି। ବାଲେଶ୍ଵର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ...

କାହିଁକି ହେଉଛି କାର୍ଡିଆକ୍ ଆରେଷ୍ଟ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=6Du9D_cHFVI କାର୍ଡିଆକ୍‌ ଆରେଷ୍ଟ ହେଉଛି ଏକ ଅବସ୍ଥା, ଯେଉଁଥିରେ ହୃଦୟ ହଠାତ୍‌ କାମ କରିବା ବନ୍ଦ କରିଦିଏ। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ, ଛାତି ମଝିରେ ଯନ୍ତ୍ରଣା ହୁଏ,...

ଏଆଇ ଉପରେ ଅଧିକ ନିର୍ଭର ବିପଜ୍ଜନକ ହୋଇପାରେ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/lixAo53Evhg ଏବେ ପ୍ରତ୍ୟେକ କାର୍ଯ୍ୟରେ ଲୋଡ଼ାଯାଉଛି ‘ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା’। ଫଟୋ ହେଉ କି ଭିଡିଓ, ଗବେଷଣା ହେଉ କି ପରାମର୍ଶ, ଏସବୁ ପାଇଁ ‘ଏଆଇ’ର ବହୁଳ ବ୍ୟବହାର କରାଯାଉଛି। ତେବେ...

ବିଲିୟନେୟାର ତାଲିକାରେ ‘ଗୁଗଲ’ ସିଇଓ ସୁନ୍ଦର ପିଚାଇ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/KaA96OzDzYw ବିଲିୟନେୟାର ତାଲିକାରେ ସାମିଲ ହୋଇଛନ୍ତି ‘ଗୁଗଲ’ର ସିଇଓ ସୁନ୍ଦର ପିଚାଇ। ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ୫୩ ବର୍ଷୀୟ ସୁନ୍ଦର ପିଚାଇଙ୍କର ମୋଟ ସମ୍ପତ୍ତି ଏବେ ୧ ବିଲିୟନ ବା ୧୦୦...