ଫନିରେ ଧ୍ୱସ୍ତ ବିଧ୍ୱସ୍ତ ମଙ୍ଗଳପୁର ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଫନି ପ୍ରଭାବରେ ମଙ୍ଗଳପୁର ଗାଁ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋ‍ଇଛି। ଗାଁର ଅଧିକାଂଶ ଚାଳ ଘର ଓ ଆଜବେଷ୍ଟସ ଘର ଉଡିଯାଇଛି। ୟୁପି ସ୍କୁଲ୍‌ର ଆଜବେଷ୍ଟସ ମଧ୍ୟ ଉଡିଯାଇଛି। ବହୁ ସଂଖ୍ୟାରେ...

ପୁରୀ – ତାଣ୍ଡବ କଲା ବାତ୍ୟା ‘ଫନି’

https://www.youtube.com/watch?v=bMH39BK7L6I ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ - ତାଣ୍ଡବ କଲା ବାତ୍ୟା ‘ଫନି’

ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ କଲା ବାତ୍ୟା ‘ଫନି’

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ୧୭୫ କିଲୋମିଟର, ଭୁବନେଶ୍ୱରରେ ୧୨୦ରୁ ଅଧିକ ବେଗରେ ବହୁଛି ପବନ। ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ପରିସ୍ଥିତି ଅଣାୟତ ହୋଇଯାଇଛି। ପୁରୀ ସମେତ...

‘ଫନି’ ପ୍ରଭାବ – ବ୍ରହ୍ମଗିରି ସାନପାଟଣା ଗାଁରେ ମାଡ଼ି ଆସିଲା ଜୁଆର!

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବ୍ରହ୍ମଗିରି ଅଞ୍ଚଳର ସାନପାଟଣା ଗାଁରେ ବାତ୍ୟା ‘ଫନି’ର କରାଳ ପ୍ରଭାବ। ପ୍ରାଥମିକ ସୂଚନା ଅନୁଯାୟୀ, ସମୁଦ୍ରକୂଳରେ ଅବସ୍ଥିତ ଏହି ଗାଁର କିଛି ଘର ସମୁଦ୍ରରେ ଭାସିଯାଇଥିବା ଖବର ଆସୁଛିା ପବନର...

ପୁରୀଠାରୁ ୪୦ କିଲୋମିଟର ଦୂରରେ ଫନି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀଠାରୁ ୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ଫନି। ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ପରିସ୍ଥିତି ଅଣାୟତ ହୋଇଯାଇଛି। ବର୍ତ୍ତମାନ ପୁରୀରେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବହୁଛି।  ଫଳରେ...

ପୁରୀରେ ଚାଲିଛି ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଗଲା ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପୁରୀ ଠାରୁ ଆଉ ମାତ୍ର ୪୦ କିଲୋମିଟର ଦୁରରେ ରହିଛି ‘ଫନି’ର କେନ୍ଦ୍ରବିନ୍ଦୁ ବା ‘ଫନି’ର ଆଖି। ତେବେ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା...

ମାଡ଼ି ଆସୁଛି ‘ଫନି’ – ପୁରୀଠାରୁ ୭୦ କିଲୋମିଟର ଦୂରରେ ରହିଛି ବାତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଳୟଙ୍କରୀ ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ଓଡ଼ିଶା ପୁରୀ ଉପକୂଳରୁ ଆଉ ମାତ୍ର ୭୦ କିଲୋମିଟର ଦୂରରେ ରହିଛି ବାତ୍ୟା। ସେହିପରି ଗୋପାଳପୁରଠାରୁ ୭୫...

ପାଖେଇ ଆସୁଛି ‘ଫନି’, ପୁରୀରେ ବଢ଼ିଲା ପବନର ବେଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ ବହୁଛି। ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଫଳରେ ପୁରୀରେ ପବନର ବେଗ ବଢ଼ିଛି। ଘଣ୍ଟାକୁ ୧୭୫ କିଲୋମିଟର ବେଗରେ ପବନ...

‘ଫନି’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଡ଼କୁ ନିକଟତର ହୋଇଆସୁଛି ସାମୁଦ୍ରିକ ଝଡ଼ ‘ଫନି’। ପୁରୀଠାରୁ ଆଉମାତ୍ର ୭୦ କିଲୋମିଟର ଦୂରରେ ରହିଛି ବାତ୍ୟା। ତେବେ ‘ଫନି’ ପ୍ରଭାବରେ ସାରା ରାଜ୍ୟରେ ଗତକାଲି ମଧ୍ୟରାତ୍ରୀଠାରୁ ଆରମ୍ଭ ହୋଇଯାଇଛି...

‘ଫନି’ Update @8AM

ଓଡ଼ିଶାଲାଇଭ୍ ବ୍ୟୁରୋ ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର। ପୁରୀଠାରୁ ୭୦ କିଲୋମିଟର ଦୂରରେ ବାତ୍ୟା ‘ଫନି’ – ଲାଗି ରହିଛି ବର୍ଷା, ପବନ ଭୟଙ୍କର ରୂପ ନେଇ ପୁରୀ ଅଭିମୁଖେ ମାଡ଼ି...