ଓଡ଼ିଶାଲାଇଭ୍ ବ୍ୟୁରୋ
ଆଚ୍ଛେଦିନ୍ର ସ୍ଲୋଗାନ୍ ଦେଇ ସରକାର ଗଠନ କରିଥିବା ବିଜେପି ପାଇଁ ଆଛେଦିନ୍ ଆସି ଯାଇଛି। ଏହି ପାର୍ଟିର ସମ୍ପତ୍ତି ପରିମାଣ ବୃଦ୍ଧି ପାଇଛି। ବିଜେପି ହେଉଛି ଦେଶର ସବୁଠୁ ଧନୀ ରାଜନୈତିକ ଦଳ ବୋଲି ଏଡିଆର୍ ରିପୋର୍ଟରୁ ଜଣାପଡ଼ିଛି।