ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ସ୍ତରରେ ଏକ ଛୋଟ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଚାରିଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଦଳ ବଦଳ କରାଯାଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗିର ଏବଂ ନୟାଗଡ଼ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।

ଚାରି ଜିଲ୍ଲାର ନୂଆ ଜିଲ୍ଲାପାଳ

ସୁନ୍ଦରଗଡ଼: ସୁରେନ୍ଦ୍ର କୁମାର ମୀନା

ମୟୂରଭଞ୍ଜ: ବିନୀତ ଭରଦ୍ୱାଜ

ବଲାଙ୍ଗିର: ଅରିନ୍ଦମ ଡାକୁଆ

ନୟାଗଡ଼: ଏନ୍‌ ଥିରୁମାଲା ନାୟକ

Comment