ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆମେ ଆପଣଙ୍କୁ ଜଣାଉଛୁ, ଲସି ପିଇଲେ କ’ଣ ସବୁ ଫାଇଦା ମିଳିଥାଏ?

ଶରୀର ତାପମାତ୍ରାକୁ ନିୟନ୍ତ୍ରଣ ରେ

ଲସିରେ ଥିବା ଇଲେକ୍ଟ୍ରେଲାଇଟ୍ ଏବଂ ପାଣିର ମାତ୍ରା ଶରୀରର ନମନିୟତାକୁ ବଜାଇ ରଖିଥାଏ। ଯାହାଦ୍ୱାରା ଶରୀରର ତାପମାତ୍ରା ସମାନ୍ୟ ରହେ।

ଏସିଡ଼ିଟିରେ ଦିଏ ସୁରକ୍ଷା

ଲସିରେ ଥଣ୍ଡାର ପରିମାଣ ଅଧିକ ରହିଥାଏ। ଏଥିପାଇଁ ଯେଉଁ ଲୋକଙ୍କର ଏସିଡିର ସମସ୍ୟା ରହିଥାଏ, ସେମାନେ ନିୟମିତ ଏହାକୁ ସେବନ କରନ୍ତୁ। ଏପରି କରିବା ଦ୍ୱାରା ଅମ୍ଳ ଦୋଷ ଦୂର ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଲସିରେ ଲ୍ୟାକ୍ଟିକ୍ ଏସିଡ୍ ଏବଂ ଭିଟାମିନ୍ ଡି ଭରପୁର ମାତ୍ରାରେ ରହିଥାଏ। ଯାହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

ହଜମକ୍ରିୟାକୁ ବଢ଼ାଏ

ଦହିରେ ଭରପୂର ମାତ୍ରାର ବ୍ୟାକ୍ଟେରିଆ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ  ଦହି ହେଉ କିମ୍ବା ଲସି ଉଭୟ ହଜମ କରିବାରେ ସାହାଯ୍ୟ କରିଥାଏ।

Comment