ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଙ୍ଗାରଙ୍ଗ ପରିବେଶରେ ହକି ବିଶ୍ୱକପ୍ ଉଦ୍‌ଘାଟନୀ ସମାରୋହ ଶେଷ ହୋଇଛି। ହକି ସମସ୍ତଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ସୃଷ୍ଟି କରିଚାଲିଛି। ତେବେ ଆସନ୍ତୁ ଜାଣିବା ହକି ବିଶ୍ୱକପ୍‌ର କିଛି ଜଣା ଅଜଣା କଥା ବିଷୟରେ…

  • ପୁରୁଷ ହକି ବିଶ୍ୱକପ୍‌ର ଚାରେଟି କ୍ୱାର୍ଟରରେ ହେଉଥିବା ପ୍ରଥମ ବିଶ୍ୱକପ୍‌।
  • ଭାରତ ତୃତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛି।
  • ୧୯୮୨ରେ ମୁମ୍ବାଇରେ ପ୍ରଥମ ହକି ବିଶ୍ୱକପ୍ ହୋଇଥିଲା।
  • ୨୦୧୦ରେ ଦିଲ୍ଲୀରେ ଦ୍ୱିତୀୟ ହକି ବିଶ୍ୱକପ୍ ଅନୁଷ୍ଠିତ ହୋଇଥିଲା।
  • ୧୯ ଦିନରେ ହେବ ୩୬ ମ୍ୟାଚ୍‌।
  • ପ୍ରଥମ ଥର ପାଇଁ କ୍ରସଓଭର ମ୍ୟାଚ୍‌ ସମ୍ମିଳିତ ହେବ।
  • ଚୀନ ପ୍ରଥମ ଥର ପାଇଁ ହକି ବିଶ୍ୱକପ୍ ଖେଳିବ।
  • ଦୀର୍ଘ ୨୮ ବର୍ଷ ପରେ ଫ୍ରାନ୍ସ ପ୍ରତିଦ୍ୱନ୍ଦିତା କରିବ।
  • ଫ୍ରାନ୍ସ ହକି ଟିମ୍‌ ୧୯୯୦ରେ ଶେଷ ଥର ପାଇଁ ବିଶ୍ୱକପ୍‌ ଖେଳିଥିଲା।
  • ଚଳିତ ହକି ବିଶ୍ୱକପ୍‌ରେ ଦକ୍ଷିଣ କୋରିଆ ଏବଂ ଜାପାନ ଅଂଶଗ୍ରହଣ କରୁନାହାନ୍ତି।
  • ଭାରତୀୟ ଭାଇସ୍‌ କ୍ୟାପଟେନ୍‌ ଚିଙ୍ଗଲେନସାନା ସିଂହ ତାଙ୍କ କ୍ୟାରିୟର ୨୦୦ ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ।

Comment