ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭ ମାର୍ଚ୍ଚ ୧୯ ତାରିଖରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ଆଜି ତାଙ୍କ ଶାସନକୁ ଦୁଇ ବର୍ଷ ପୂରଣ ହୋଇଛି।

ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ୨ ବର୍ଷ ପୂରଣ ହୋଇଛି। ୨୦୧୭ ମାର୍ଚ୍ଚ ୧୯ ତାରିଖରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଦାୟିତ୍ୱ ନେଲାବେଳେ ରାଜ୍ୟର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ।

ଏହି ଦୁଇ ବର୍ଷ ମଧ୍ୟରେ ସେ ତାଙ୍କ କଥା ରଖିଛନ୍ତି ବୋଲି କହିଛନ୍ତି। ରାଜ୍ୟରେ ଭାରତୀୟ ପାର୍ଟିର ଶାସନରେ ଫଳରେ ରାଜ୍ୟର ଚିତ୍ର ବଦଳିଛି। ଏନେଇ ଯୋଗୀ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀ କହିଛନ୍ତି। ଯୋଗୀ ସରକାରଙ୍କ ଦୁଇ ବର୍ଷ ଶାସନରେ ରାଜ୍ୟରେ ଶାସନ ବ୍ୟବସ୍ଥାରେ ବ୍ୟାପକ ସୁଧାର ହୋଇଛି। ରାଜ୍ୟ ବିକାଶ ପଥରେ ଆଗେଇଛି କହିଛନ୍ତି ଯୋଗୀ।

ଯୋଗୀ ତାଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ପରିବର୍ତ୍ତନ କରିଛନ୍ତି। ଏଥିପାଇଁ ଅନେକ ବଡ଼ ବଡ଼ ପଦକ୍ଷେପ ନେଇଛନ୍ତି।

Comment