ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦେଶରେ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଆସନ୍ତୁ ଜାଣିବା ଦିନ ୧୧ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି।

ଓଡ଼ିଶାରେ ଦିନ ୧୧ ସୁଦ୍ଧା ୨୨ ପ୍ରତିଶତ ମତଦାନ ହୋଇଛି।

ପଶ୍ଚିମବଙ୍ଗ – ୩୮%

ଛତିଶଗଡ଼ – ୨୩.୫ %

ନାଗାଲାଣ୍ଡ – ୪୧%

ମଣିପୁର ୩୫.୦୩%

ମିଜୋରାମ – ୨୯.୫%

ମେଘାଳ଼ୟ – ୨୭%

ଆସାମ – ୨୨%

Comment