ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ସକାଳ ୯ଟା ସୁଦ୍ଧା ୭ ପ୍ରତିଶତ ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି।

ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ପାଖାପାଖି ୭ ହଜାର ବୁଥ୍‌ରେ ମତଦାନ ହୋଇଛି।

ସକାଳ ୭ଟାରୁ ଆରମ୍ଭ ମତଦାନ ଆରମ୍ଭ ହୋଇଛି। ସକାଳ ୭ରୁ ୯ ସୁଦ୍ଧା  ରାଜ୍ୟରେ ୭ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ କଳାହାଣ୍ଡି ଓ ଜୁନାଗଡ଼ରେ ୭ ପ୍ରତିଶତ ମତଦାନ ହୋଇଥିବା ବେଳେ ମାଲକାନଗିରେ ୪ ପ୍ରତିଶତ ମତଦାନ ହୋଇଛି।

LEAVE A REPLY

Please enter your comment!
Please enter your name here