ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ  ଭୋଟ ଦେଇଛନ୍ତି। ତାଙ୍କ ସହିତ ଭୟାଜୀ ଜୋଶୀ ମଧ୍ୟ ମତଦାନ କରିଛନ୍ତି। ମହାରାଷ୍ଟ୍ରର ନାଗପୁର ଲୋକସଭା କ୍ଷେତ୍ରରେ ଭୋଟ ଦେଇଛନ୍ତି ମୋହନ ଭାଗବତ।

“ରାଷ୍ଟ୍ରୀୟ ସୁରକ୍ଷା ଓ ଏକତା ପାଇଁ ଭୋଟ୍‌ ଅତ୍ୟନ୍ତ ଆବଶ୍ୟକ” ଭୋଟ୍‌ ଦେବା ପରେ ମୋହନ ଭାଗବତ କହିଛନ୍ତି।

ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ ଗ୍ରହଣ କରାଯାଉଛି। ଆଜି ୯୧ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ମତଦାନ କେନ୍ଦ୍ର ସାମ୍ନାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି।

LEAVE A REPLY

Please enter your comment!
Please enter your name here