ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ କିକ୍, ସୁଲତାନ, ସରବଜୀତରେ ଅଭିନୟ କରିବା ପରେ ଏବେ ଆଉ ଏକ ଫିଲ୍ମରେ ଅଭିନୟ କରିବେ ଅଭିନେତା ରଣଦୀପ ହୁଡ୍ଡା। ରଣଦୀପ ତାଙ୍କ ଆଗାମୀ ଫିଲ୍ମରେ ଲଭଗୁରୁ ଭୂମିକାରେ ନଜର ଆସିବୋ ରଣଦୀପ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ଲଭଗୁରୁ ସାଜିବୋ

ନିଜ ଲଭ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା କାର୍ତ୍ତିକ ଏବେ ପରଦାରେ ରଣଦୀପଙ୍କ ସହାୟତା ନେବୋ ନିର୍ଦ୍ଦେଶକ ଇମ୍ତିଆଜ ଅଳ୍ଲୀଙ୍କ ଆଗାମୀ ଫିଲ୍ମ ଲଭ୍ ଆଜକଲ୨ ରେ ଏହି ଚିତ୍ର ଦେଖାଯିବା

ଏହି ଫିଲ୍ମରେ କାର୍ତ୍ତିକ ନାୟକ ଭୂମିକାରେ ଅଭିନୟ କରୁଥିଲାବେଳେ ସାରା ଅଲ୍ଲୀ ଖାନ ତାଙ୍କ ନାୟିକା ସାଜିବୋ ରଣଦୀପ କାର୍ତ୍ତିକଙ୍କ ଲଭଗୁରୁ ଭୂମିକାରେ ଅଭିନୟ କରିବୋ

Comment