ଓଡ଼ିଶାଲାଇଭ ବ୍ୟୁରୋ

ଗୁରୁବାର ବରଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଶୁକ୍ରବାର ବରଗଡ଼ରେ ନିୟୋଜିତ ୬ ଜଣ ପୋଲିଂ କର୍ମଚାରୀ ସସପେଣ୍ଡ ହୋଇଛନ୍ତିା ବରଗଡ଼ ଜିଲ୍ଲାପାଳ ଏହି ୬ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତିା ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ କର୍ମଚାରୀ ସସପେଣ୍ଡ ହୋଇଛନ୍ତିା

ସସପେଣ୍ଡଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଅଫିସର ଓ ୩ ଜଣ ସେକ୍ଟର ଅଫିସର ରହିଛନ୍ତିା

୧୧୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ,  ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ ସସପେଣ୍ଡ ହୋଇଛନ୍ତିା ସେହିପରି ୨୩୫ ନଂ ବୁଥର ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ ଓ ପ୍ରଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ ସସପେଣ୍ଡ ହୋଇଛନ୍ତିା

୬୮ ନଂ ବୁଥର ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ସସପେଣ୍ଡ ହୋଇଛନ୍ତିା

Comment