ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆକ୍ସନରେ ଲୋକଙ୍କ ହୃଦୟ ଜିତୁଥିବା ଅଭିନେତା ବିଦ୍ୟୁତ ଜାମଓ୍ୱାଲ ପୁଣି ଏକ ନୂଆ ଫିଲ୍ମରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବାକୁ ଆସୁଛନ୍ତିା ଖୁବଶୀଘ୍ର ତାଙ୍କର ଆଉ ଏକ ନୂଆ ଫିଲ୍ମ ପରଦାକୁ ଆସୁଛିା ଏହି ଫିଲ୍ମର ଟାଇଟଲ ରହିଛି ‘ପାଓ୍ୱର’।

ଏଥିରେ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ସହ ସ୍କ୍ରିନ ସେୟାର କରିବୋ ଏହି ଫିଲ୍ମରେ ମହେଶ ମାଞ୍ଜେରକର ନିର୍ଦ୍ଦେଶନା ଦେଇଛନ୍ତିା

ରିପୋର୍ଟ ଅନୁସାରେ ଗତ ବର୍ଷ ମେ ମାସରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା ନିକଟରେ ଫିଲ୍ମର ସୁଟିଂ ଶେଷ ହୋଇଛିା ଖୁବଶୀଘ୍ର ଫିଲ୍ମଟି ରିଲିଜ ମଧ୍ୟ ହେବା ଏହି ଫିଲ୍ମରେ  ବଲିଉଡ କଳାକାରଙ୍କୁ ଛାଡ଼ି ମରାଠୀ କଳାକାରଙ୍କୁ ବି ଦେଖିବାକୁ ମିଳିବା

ଫିଲ୍ମରେ ବିଦ୍ୟୁତ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିଛନ୍ତିା

ନିକଟରେ କମାଣ୍ଡୋ ଫେମ୍ ବିଦ୍ୟୁତଙ୍କର ଫିଲ୍ମ ‘ଜଙ୍ଗଲୀ’ ରିଲିଜ ହୋଇଥିଲା ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଥିଲୋ

Comment