ଓଡ଼ିଶାଲାଇଭ ବ୍ୟୁରୋ

କୌଣସି କାରଣରୁ ଦେହରେ କେଉଁଠି ଖଣ୍ଡିଆ ହୋଇଥିଲେ ସେହି କ୍ଷତ ଶରୀରକୁ ବହୁତ ଯନ୍ତ୍ରଣା ଦେଇଥାଏା ଅନେକ ଲୋକଙ୍କର ଶରୀରରେ ଘା’ ଅନେକ ଦିନ ଯାଏଁ ରହିଥାଏା ତାହା ସହଜେ ଶୁଖେ ନାହିଁ।

ଏଭଳି କ୍ଷେତ୍ରରେ ଅନେକ ଶୀଘ୍ର କ୍ଷତ ଶୁଖାଇବା ପାଇଁ ଅନେକ ମେଡିସିନର ବ୍ୟବହାର କରିଥାନ୍ତିା ହେଲେ ଏମିତି ବି କିଛି ଘରୋଇ ଉପାୟ ଅଛି ଯାହା ଶୀଘ୍ର କ୍ଷତ ଶୁଖାଇବା ସହ ଯନ୍ତ୍ରଣାରୁ ଉପଶମ ଦେଇଥାଏା

-ଯଦି କୌଣସି ସ୍ଥାନରେ ଖଣ୍ଡିଆ ହୋଇଥାଏ ତେବେ ସଙ୍ଗେ ସଙ୍ଗେ ସେହି ସ୍ଥାନରେ ହଳଦୀ ବୋଳି ଦିଅନ୍ତୁା ହଳଦୀ ବୋଳିବା ଦ୍ୱାରା କ୍ଷତରୁ ରକ୍ତ ବହିବା ବନ୍ଦ ହେବା ସହ ସଂକ୍ରମଣରୁ ରକ୍ଷା ମିଳିଥାଏା

-ଆପଣ କ୍ଷତ ସ୍ଥାନରେ ଆଲୋବେରା ରସ ଲଗାଇ ପାରିବୋ ଏହାଦ୍ୱାରା ଯନ୍ତ୍ରଣାରୁ ବି ଉପଶମ ମିଳିଥାଏା

– ଶୁଖିଲା ଚାହାପତି ବି କ୍ଷତ ପାଇଁ ଉପକାରୀ। ଏହା ସହ ଆପଣ କ୍ଷତରେ ଚିନି ବୋଳି ପାରିବୋ ଚିନିଦାନା କ୍ଷତରୁ ଜଳୀୟ ଅଂଶ ଶୋଷି ନିଏ ଯନ୍ତ୍ରଣା କମ କରାଏା

Comment