ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭି ଜଗତର ଲୋକପ୍ରିୟ ଅଭିନେତା ଥିଲେ କରଣ ସିଂହ ଗ୍ରୋଭରା ହେଲେ ବଲିଉଡରେ ଏଣ୍ଟ୍ରି ପରେ କରଣଙ୍କୁ ଆଉ ଦେଖିବାକୁ ମିଳିନଥିଲା ସିରିଏଲରେ। ହେଲେ ଏବେ ସେ ପୁଣି ଥରେ ସିରିଏଲକୁ ଫେରିବେ ବୋଲି ଖବର ସାମ୍ନାକୁ ଆସିଛିା ଏହି ଖବର କରଣଙ୍କ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛିା

ଷ୍ଟାରପ୍ଲସରେ ପ୍ରସାରିତ ସିରିଏଲ କସୌଟି ଜିନ୍ଦେଗୀ କେ ୨ ଜରିଆରେ ସେ ସିରିଏଲକୁ କମବ୍ୟାକ କରିବେ ବୋଲି ଜଣାପଡ଼ିଛିା ରିପୋର୍ଟ ଅନୁସାରେ ଏହି ସିରିଏଲରେ ସେ ମିଷ୍ଟର ବଜାଜ ରୋଲ ପ୍ଲେ କରିବୋ

ଏହି ସିରିଏଲର ପ୍ରଥମ ଭାଗରେ ଅଭିନେତା ରୋନିତ ରାୟ ମିଷ୍ଟର ବଜାଜ ରୋଲ ପ୍ଲେ କରିଥିଲୋ ଏହା ବେଶ ଲୋକପ୍ରିୟତା ଅର୍ଜନ କରିଥିଲା।

ବଲିଉଡରେ ଏଣ୍ଟ୍ରି କରିବା ପରେ ସିରିଏଲ ଜଗତରୁ ଗାଏବ ଅଛନ୍ତି କରଣା ଜି ଟିଭିରେ ପ୍ରସାରିତ ସିରିଏଲ କୁବୁଲ ହୈ’ରେ ଅଭିନୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲୋ ଏହି ସିରିଏଲ ପୂର୍ବରୁ ‘ସେ ଦିଲ ମିଲ ଗଏ’ ସିରିଏଲରେ କାମ କରିଥିଲୋ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment