ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ପାଣିପାଗ ବିଭାଗର ପୁର୍ବାନୁମାନ ଅନୁସାରେ ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚମି ମୌସୁମୀ ବାୟୁା ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ ଆଣ୍ଡାମାନରେ ପହଞ୍ଚିଛି ମୌସୁମୀ। ମୌସୁମୀ ପ୍ରଭାବରେ ଆଗାମୀ ଦୁଇ ତିନି ଦିନ ଭିତରେ ସମ୍ପୂର୍ଣ୍ଣ ଆଣ୍ଡାମାନକୁ ଛଇଁବ। ଜୁନ ୧ରେ ମୌସୁମୀ କେରଳ ଛୁଇଁପାରୋ

ଓଡ଼ିଶାରେ ଜୁନ ୨ୟ ସପ୍ତାହ ବା ୩ୟ ସପ୍ତାହ ସୁଦ୍ଧା ମୌସୁମୀ ପହଞ୍ଚିପାରେ। ନିର୍ଦ୍ଧାରିତ ତାରିଖରେ ଯଦି ଓଡ଼ିଶାରେ ମୌସୁମୀ ପହଞ୍ଚେ ତେବେ ଏ ବର୍ଷ ଠିକ ସମୟରେ ମୌସୁମୀ ପହଞ୍ଚିବା ଏ ବର୍ଷ ମୌସୁମୀ ପ୍ରବାହ ସ୍ୱାଭାବିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛିା

ପୂର୍ବରୁ ଜୁନ ୧୮ରେ ଓଡ଼ିଶାକୁ ମୌସୁମୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା।

ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛିା ବିଭନ୍ନ ସହରର ତାପମାତ୍ରା ୪୦ ଡିଗୀ ଉପରକୁ ରହୁଛିା ମୌସୁମୀ ଆସିବା ଫଳରେ ଏହି ତାତିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିବା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment