ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନିକଟରେ ଶାହିଦ କପୁର ଓ କିଆରା ଆଡଭାନୀଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘କବିର ସିଂହ’ର ଟ୍ରେଲର ରିଲିଜ ହୋଇଥିଲା। ଏବେ ଏହି ଫିଲ୍ମର  ପ୍ରଥମ ଗୀତ ରିଲିଜ ହୋଇଛିା ଗୀତରେ ଶାହିଦ ଓ କିଆରାଙ୍କ ଲଭଷ୍ଟୋରିର ଏକ ଝଲକ ଦେଖିବାକୁ ମିଳିଛିା

ଏହି ଗୀତରେ କଣ୍ଠଦାନ କରିଛନ୍ତି ସଚେତ ଟଣ୍ଡନା ଏହି ଗୀତକୁ ଅଭିନେତା ଶାହିଦ କପୁର ନିଜ ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତିା ରିଲିଜ ହେବାକୁ ଖବୁ ସମୟ ମଧ୍ୟରେ ୟୁଟ୍ୟବୁରେ ଗୀତଟି ଧୁମ ମଚାଇଛିା

କବିର ସିଂହ ତେଲୁଗ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ ଅଟେ। ଏହା ଜୁନ୍ ୨୧ରେ ପରଦାକୁ ଆସିବ। ଟ୍ରେଲରେ ସାହିଦ ଓ କିଆରା ଆଡୱାନୀଙ୍କ କ୍ଲୋଜନେସ ବି ଦେଖିବାକୁ ମିଳିଛି। ଫିଲ୍ମକୁ ନେଇ ପୂରା ଟିମ୍ ଆଶାବାଦୀ ଥିବାବେଳେ ଫିଲ୍ମଟି କେତେ ସୁପରହିଟ ହେଉଛି ତାହା ଜୁନ୍ ୨୧ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment