ଓଡ଼ିଶାଲାଇଭ୍ ବ୍ୟୁରୋ

ସମୟ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀ ରେ ବି ପରିବର୍ତ୍ତନ ଦେଖାଯାଉଛିା ଆଧୁନିକ ଜୀବନଶୈଳୀକୁ ଆପଣେଇ ନେଇଥିବା ଲୋକ ଏବେ ବିଳମ୍ବିତ ରାତିରେ ଖାଇବା ଓ ଶୋଇବା ଅଭ୍ୟାସ କରିଦେଇଛନ୍ତିା

ଅଧିକାଂଶ ଲୋକ ବିଳମ୍ବିତ ରାତିଯାଏଁ ନଶୋଇ କିଛି ନା କିଛି କାମରେ ଲାଗିଥାନ୍ତି ଓ ବିଳମ୍ବିତ ରାତିରେ ଖାଦ୍ୟ ବି ଖାଇଥାନ୍ତିା ହେଲେ ଏହି ଅଭ୍ୟାସ ଶରୀରକୁ ଗମ୍ଭୀର ଭାବେ ପ୍ରଭାବିତ କରିଥାଏା ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏା

ବିଳମ୍ବିତ ରାତିରେ ଖାଇଲେ ଶୋଇବାରେ ସମସ୍ୟା ହୋଇଥାଏା ଏହା ସହିତ ଗ୍ୟାଷ୍ଟ୍ରିକ ହେବା ସହ ରାତିର ଖରାପ ସ୍ୱପ୍ନ ବି ଆସିଥାଏା

Comment