ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିଷେକ ବଚ୍ଚନ, ରାଣୀ ମୁଖର୍ଜୀଙ୍କ ଅଭିନୀତ ଫିଲ୍ମ ‘ବଣ୍ଟି ବବଲୀ’ରୁ ସିକ୍ୱେଲ ଆସିବାକୁ ଯାଉଛିା ଫିଲ୍ମରେ ଅଭିଷେକ ଓ ରାଣୀଙ୍କ ଯୋଡ଼ିକୁ ପୁଣି ଥରେ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଅଭିଷେକ-ରାଣୀଙ୍କ ସହିତ ଆଉ ଏକ ନୂଆ ଯୋଡ଼ିକୁ ବି ଦେଖିବାକୁ ମିଳିବା ଦୀର୍ଘ ୧୨ ବର୍ଷ ପରେ ଅଭିଷେକ, ରାଣୀ ଏକାଠି ସ୍କ୍ରିନ ସେୟାର କରିବୋ

ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ  ଜିମା ଶାଦ ଅଲ୍ଲୀ। ଆସନ୍ତା ମାସରୁ ଫିଲ୍ମ ସୁଟିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫିଲ୍ମର ନାଁ ରହିଛି ବଣ୍ଟି ବବଲୀ ଏଗେନ।

ବଣ୍ଟି ବବଲୀର ପ୍ରଥମ  ପାର୍ଟ ୨୦୦୫ରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଅଭିଷେକ- ରାଣୀଙ୍କ ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକା

ଏବେ ଅଭିନେତ୍ରୀ ରାଣୀ ମୁଖର୍ଜୀ ‘ମର୍ଦ୍ଦାନୀ ୨’ର ସୁଟିଂରେ ବ୍ୟସ୍ତ ଅଛନ୍ତିା ରାଜସ୍ଥାନରେ ହେବାକୁ ଥିବା ସୁଟିଂ ରଣୀ ଶେଷ କରିଛନ୍ତିା ବାକି ସୁଟିଂ ରାଣୀ ମୁମ୍ବାଇରେ କରିବୋ

Comment