ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଭିଜନରେ ଲୋକପ୍ରିୟ ରିଆଲିଟି ସୋ’ ମଧ୍ୟରେ ‘ନଚ ବଲିଏ’ ଗୋଟିଏ। ଏହି ବର୍ଷ ସୋ’ର ଆଗାମୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛିା ଅଭିନେତା ସାହିଦ କପୁର ଏହି ସୋ’କୁ ଜଜ୍ କରିବେ ବୋଲି ଶୁଣିବାକୁ ମିଳିଥିଲା।

ଏବେ ସୋ’ର ଜଜଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସୁଛିା ଏହି ସୋ’ରେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ସୋ’କୁ ଜଜ୍ କରିବେ ବୋଲି ଶୁଣିବାକୁ ମିଳୁଛିା ଏହି ଏହି ଅଭିନେତ୍ରୀ ଜଣକ ହେଲେ ରବିନା ଟଣ୍ଡନ।

୨୦୧୭ରେ ଏହି ସୋ’ କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ସୋ’ ଟି ଲୋକପ୍ରିୟ ହୋଇଥିଲା। ଏହି ସୋ’ରେ ଅନେକ ସେଲିବ୍ରିଟି ତାଙ୍କ ଜୀବନସାଥୀଙ୍କ ଅଂଶଗ୍ରହଣ କରିଥିଲୋ

ଟିଭି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ ଓ ତାଙ୍କ ସ୍ୱାମୀ ବିବେକ ଦାହିୟା ସୋ’ର ବିଜେତା ହୋଇଥିଲେ। ସେହି ସୋ’ରେ ଟେରେନ୍ସ ଲୁଇସ, ସୋନାକ୍ଷୀ ସିହ୍ନା ଏବଂ ମୋହିତ ସୁରୀ ସୋ’କୁ ଜଜ୍ କରିଥିଲୋ କରଣ ଟେକର ଓ ଉପାସନା ସିଂହ ଏହି ସୋ’କୁ ହୋଷ୍ଟ କରିଥିଲୋ

Comment