ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ୟାନ୍ସର ତଥା ଅଭିନେତ୍ରୀ ମୋହେନା କୁମାରୀ ସିଂହ ସିରିଏଲ ‘ୟେ ରିସ୍ତା କ୍ୟା କେହଲେତା’ରେ କିର୍ତ୍ତୀ ଭୂମିକାରେ ଅଭନୟ କରୁଛନ୍ତିା ଏହି ସିରିଏଲରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଉଛିା ହେଲେ ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛିା ଖୁବଶୀଘ୍ର ସେ ସିରିଏଲ ଛାଡ଼ିବା ସହିତ ଅଭିନୟରୁ ବିଦାୟ ନେବେ ବୋଲି କୁହାଯାଉଛିା

ବିବାହ ପରେ ଅଭିନୟରୁ ବିଦାୟ ନେବାକୁ ଯୋଜନା ରଖିଥିବା ମୋହେନା ଏକ ସାକ୍ଷାତକାରରେ ନିଜେ କହିଛନ୍ତିା

ଏହି ଲୋକପ୍ରିୟ ଅଭିନେତ୍ରୀ ଚଳିତ ବର୍ଷ ଅକ୍ଟୋବର ୧୪ରେ ବିବାହ କରିବ। ବିବାହ କରିବା ପରେ ଅଭିନୟ ଛାଡ଼ିବା ସହିତ ସେ ମୁମ୍ବାଇ ଛାଡ଼ିବାକୁ ମଧ୍ୟ ପ୍ଲାନ କରିଛନ୍ତିା ମୁମ୍ବାଇ ଛାଡ଼ି ସେ ଡେରାଡୁନ ସିଫ୍ଟ କରିବେ ବୋଲି ଜଣାପଡ଼ିଛିା

ମୋହନା ସୁୟଶ ରାଓ୍ୱତଙ୍କୁ ବିବାହ କରିବାକୁ ଯାଉଛନ୍ତିା ଅକ୍ଟୋବର ୧୪ରେ ହରିଦ୍ୱାରରେ ତାଙ୍କ ବିବାହ ଅନୁଷ୍ଠିତ ହେବା

ମୋହେନା ଜଣେ ଭଲ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଡ୍ୟାନ୍ସର ମଧ୍ୟ। ସେ କୋରିଓଗ୍ରାଫର ଭାବେ ମଧ୍ୟ କାମ କରିଛନ୍ତିା

Comment