ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ପରଦାରେ ଦକ୍ଷ ଅଭିନୟ କରି ସଫଳତା ପାଇଥିବା ଅଭିନେତା କରଣବୀର ବୋହରା ବଲିଉଡରେ ଡେବ୍ୟୁ କରିଛନ୍ତି। ଖୁବଶୀଘ୍ର ଦର୍ଶକ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ପାଇବ।

ଫିଲ୍ମର ପୋଷ୍ଟର ଏବଂ ଟ୍ରେଲର ରିଲିଜ ହୋଇ ସାରିଛିା ୨ ମିନିଟ ୪ ସେକେଣ୍ଡର ଫିଲ୍ମକୁ ୟୁଟ୍ୟବରେ ଖୁବ ପସନ୍ଦ କରିଛନ୍ତି ଦର୍ଶକ।

କରଣବୀରଙ୍କ ଅଭିନୀତ ଏହି ଫିଲ୍ମର ଟାଇଟଲ ରହିଛି ‘ହମେ ତୁମସେ ପ୍ୟାର କିତନା’।  ଭିନ୍ନ ଧରଣର ଲଭଷ୍ଟୋରିକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମରେ କରଣଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବା

ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଲଳିତ ମୋହନ। ଫିଲ୍ମରେ କରଣଙ୍କ ସହିତ ଅଭିନୟ କରିଛନ୍ତି ପ୍ରିୟା ବାନାର୍ଜୀ, ସମୀର କୋଚର, ମହେଶ ବଲରାଜ।  ଫିଲ୍ମଟି ଜୁନ ୨୮ରେ ରିଲିଜ ହେବାକୁ ଯାଉଛିା

Comment