ଓଡ଼ିଶାଲାଇଭ ବ୍ୟୁରୋ

ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟରେ ବିଭିନ୍ନ ବିଭାଗରେ ନାମ ଲେଖିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବି.ଏସି ଇନ ହସପିଟାଲିଟି ଆଣ୍ଡ ହୋଟେଲ ଆଡମିନଷ୍ଟ୍ରେସନ

କୋର୍ସ ଅବଧି – ୩ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ(ଇଂରାଜୀରେ ୫୫% ନମ୍ଵର ରଖିଥିବା ଆବଶ୍ୟକ)

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର।

ଡିପ୍ଲୋମା ଇନ ଫ୍ରଣ୍ଟ ଅଫିସ ଅପରେସନ

କୋର୍ସ ଅବଧି – ଦେଢ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର।

ଡିପ୍ଲୋମା ଇନ ଫୁଡ୍ ଆଣ୍ଡ ବେଭେରେଜ ସର୍ଭିସ

କୋର୍ସ ଅବଧି – ଦେଢ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର

ଡିପ୍ଲୋମା ଇନ ଫୁଡ୍ ପ୍ରଡକ୍ସନ

କୋର୍ସ ଅବଧି – ଦେଢ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର

ଡିପ୍ଲୋମା ଇନ ହାଉସକିପିଙ୍ଗ ଅପରେସନ

କୋର୍ସ ଅବଧି – ଦେଢ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର

କ୍ରାଫ୍ଟମ୍ୟାନସିପ ସାର୍ଟିଫିକେଟ କୋର୍ସ ଇନ ଫୁଡ୍ ବେଭେରେଜ ସର୍ଭିସ

କୋର୍ସ ଅବଧି – ୬ମାସ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର

କ୍ରାଫ୍ଟମ୍ୟାନସିପ ସାର୍ଟିଫିକେଟ କୋର୍ସ ଇନ ଫୁଡ୍ ପ୍ରଡକ୍ସନ

କୋର୍ସ ଅବଧି – ଦେଢ ବର୍ଷ

ଶିକ୍ଷାଗତ ଯୋଗ୍ୟତା – ୧୦ମ ଓ ଯୁକ୍ତ ଦୁଇ ପାସ

ବୟସ ସୀମା – ୧ ଜୁଲାଇ ୨୦୧୯ ରୁ ୨୫ ବର୍ଷ(ଜେନେରାଲ/ଓବିସି), ୨୮ ବର୍ଷ(ଏସି/ଏସଟି) ହୋଇଥିବା ଦରକାର।

ଇଚ୍ଛୁକ ପ୍ରାର୍ଥୀମାନେ ଯୋଗାଯୋଗ କରିପାରିବେ।

ଠିକଣା – ଟିଟିଲାଗଡ ରୋଡ, ବଲାଙ୍ଗିର – ୭୬୭୦୦୧

ଫୋନ – ୦୬୬୫୨ – ୨୩୦୭୩୦/୩୧, ୯୪୩୭୦୩୦୭୨୦, ୯୪୩୭୧୪୦୭୭୨, ୬୩୭୦୧୮୦୦୪୦

ଓ୍ଵେବସାଇଟ – www.shimbalangir.org, ଇମେଲ- principal@ shimbalangir.org

 

Comment