ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଇଣ୍ଟରନେଟ୍‌ରେ ଜାଣି ପାରିବେ ଜଗନ୍ନାଥ ସଂସ୍କୃତି କଥା। ଏନେଇ ମଙ୍ଗଳବାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ କର କମଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୱେବସାଇଟ୍ www.shreejagannath.in ଉଦ୍‌ଘାଟିତ ହୋଇଯାଇଛି।

Gajapati Maharaja inaugurates shree Jagannath Website

ଏଣିକି ଶ୍ରୀମନ୍ଦିରର ଐତିହ୍ୟ, ମହାପ୍ରଭୁଙ୍କ ସମସ୍ତ ତଥ୍ୟ ୱେବସାଇଟ୍‌ ମାଧ୍ୟମରେ ଜାଣି ପାରିବେ।

ଏହି ଉଦ୍‌ଘାଟନୀ ଉତ୍ସବରେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଏଡିଜି ସଂଜୀବ ପଣ୍ଡା, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଶ୍ରୀମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।

Comment