ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନିଜ ଟୁଇଟର୍‌ରେ ମୋଦି ଲେଖିଛନ୍ତି, ‘‘ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶ ଅଗ୍ରଗତି କରିବା ସହ ସମସ୍ତେ ଖୁସି ଏବଂ ସୁସ୍ଥ ରହନ୍ତୁ। ମହାପ୍ରଭୁଙ୍କ କୃପାରୁ ରାଜ୍ୟର ପ୍ରଗତି ଓ ସମୃଦ୍ଧି କାମନା କରୁଛି।’’

Comment