ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ। ଫଟୋରେ ଫଟୋରେ ଦେଖନ୍ତୁ ପୁରୀରୁ ବାହୁଡ଼ା ଯାତ୍ରା:   

(ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି)

Three Chariots in Saradhabali Puri
ଶରଧାବାଲିରେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ।
Three Chariots in Saradhabali Puri
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଉଛନ୍ତି ସେବାୟତ।
Lord Balabhadra pahandi on Bahuda Yatra in Puri on Friday
ବଡ଼ଭାଇ ବଳଦେବଙ୍କୁ ପହଣ୍ଡି ବିଜେ କରାଉଛନ୍ତି ସେବାୟତ।
ଦେବୀ ସୁଭଦ୍ରାକଙ୍କ ପହଣ୍ଡି ବିଜେ।
ସୁଦର୍ଶନଙ୍କୁ କାନ୍ଧେଇ କାନ୍ଧେଇ ରଥ ଉପରକୁ ନେଉଛନ୍ତି ସେବାୟତ।
ନନ୍ଦିଘୋଷ ରଥରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ।
ରଥରେ ଛେରାପହଁରା ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଜଗାକୁ ପୋଡ଼ପିଠା ଲାଗି କରିବା ପାଇଁ ଆଣୁଛନ୍ତି ସେବାୟତ।
ଶରଧାବାଲିରେ ତିନି ରଥ ସମ୍ମୁଖରେ ଧୂପ ଆଳତୀ କରୁଛନ୍ତି ଭକ୍ତ।
ସଂକୀର୍ତ୍ତନ କରି ମହାପ୍ରଭୁଙ୍କ ପାଇଁ ତୁଳସୀ ଅଣାଯାଉଛି।
Devotees pulling Lord Jagannath Chariot on Bahuda Yatra in Puri on Friday
ବାହୁଡ଼ା ଯାତ୍ରାରେ ନନ୍ଦିଘୋଷ ରଥକୁ ଟାଣି ନେଉଛନ୍ତି ଭକ୍ତମାନେ।

ଶରଧାବାଲିରେ ଭାବବିହ୍ୱଳ ହୋଇ ଯାଇଛନ୍ତି ଜଣେ ଭକ୍ତ।

Comment