ଓଡ଼ିଶାଲାଇଭ୍ ବ୍ୟୁରୋ

ସୋୟାବିନ୍‌ ଶରୀର ପାଇଁ କେତେ ଉପଯୋଗୀ ଆସନ୍ତୁ ଜାଣିବା।

  • ଏଥିରେ ରହିଥାଏ ଭରପୂର ପରିମାଣରେ ପ୍ରୋଟିନ୍, ଭିଟାମିନ୍ ଓ ଖଣିଜ ପର୍ଦାଥ, ଯାହା ଶରୀର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ରହିଥାଏ ଭିଟାମିନ୍-ବି କପ୍ଲେକ୍ସ ଓ ଭିଟାମିନ୍-ଇ ଯାହା ମାଂସପେଶୀ ଗଠନ ଓ ଵୃଦ୍ଧିରେ ସହାୟକ ହୋଇଥାଏ।
  • ଦୈନିକ ସୋୟାଵିନ୍ ଖାଇଵା ଦ୍ଵାରା ଉଚ୍ଚ ରକ୍ତଚାପ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
  • ଡାଏଟ୍ ରୁଟିନ୍‌ରେ ସୋୟାଵିନକୁ ସାମିଲ୍ କରିଵା ଉଚିତ୍। ଏହା ଶରୀରକୁ ସନ୍ତୁଳିତ ରଖିଥାଏ।
  • ସୋୟାବିନ୍ ଖାଇବା ଦ୍ଵାରା ହୃଦରୋଗ ଓ ମାନସିକ ରୋଗକୁ ମଧ୍ୟ ଦୂର କରାଯାଇ ପାରେ।
  • ମହିଳାମାନଙ୍କ ପାଇଁ ଏହା ନିହାତି ଆଵଶ୍ୟକ। ଏହା ହାଡ଼କୁ ମଜଭୂତ କରିଥାଏ।
  • ସୋୟାବିନକୁ ସିଝାଇ ସେହି ପାଣି ପିଇଵା ଦ୍ଵାରା ପେଟରେ ଥିବା କୃମି ମରିଯା’ନ୍ତି।
  • ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ନେଇ ସୋୟାବିନ୍‌କୁ ସଠିକ୍ ପରିମାଣରେ ଖାଇବା ଦରକାର।
  • ଗର୍ଭଵତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସୋୟାବିନ୍ ଖାଇଵା ଉଚିତ୍।

Comment