ଓଡ଼ିଶାଲାଇଭ ବ୍ୟୁରୋ

ଉତ୍କଳ ବିଶ୍ଵବିଦ୍ୟାଳୟର ଦୂର ଓ ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ବିଭିନ୍ନ କୋର୍ସରେ ନାମଲେଖାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ୩୧.୦୭.୨୦୧୯ ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ।

ଡିଷ୍ଟାନ୍ସ ମୋଡ (ମ୍ୟାନେଜମେଣ୍ଟ କୋର୍ସ)

  • ମାଷ୍ଟର ଅଫ ବିଜନେସ୍ ଆଡମିଷ୍ଟ୍ରେସନ(ଏମବିଏ)
  • ବିବିଏ/ ଆଇଏମବିଏ
  • ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଣ୍ଟ –
  • ହ୍ୟୁମାନ ରିସୋର୍ସ
  • ପ୍ରଡକ୍ସନ ଆଣ୍ଡ ଅପରେସନ
  • ଟୁର ଆଣ୍ଡ ଟ୍ରାଭେଲ
  • ଡାଇଟେଟିକ୍ସ ଆଣ୍ଡ ନ୍ୟୁଟ୍ରିସନ
  • ମାର୍କେଟିଙ୍ଗ
  • ଫାଇନାନ୍ସ
  • ଆଗ୍ରି ବିଜନେସ
  • ପବ୍ଲିକ ପଲିସି

ମୋଡ୍ (ମ୍ୟାନେଜମେଣ୍ଟ କୋର୍ସ ରେଗୁଲାର)

  • ମାଷ୍ଟର ଅଫ ବିଜନେସ ଆଡମିନଷ୍ଟ୍ରେସନ
  • ପି.ଜି ଡିପ୍ଲୋମା ଇନ ବ୍ୟାଙ୍କିଙ୍ଗ ଆଣ୍ଡ ଇନ୍ସୁରାନ୍ସ ମ୍ୟାନେଜମେଣ୍ଟ

ରେଗୁଲାର ମୋଡ୍(ମର୍ନିଙ୍ଗ ପୋଗ୍ରାମ)

  • ଏମସିଏ( ୩ବର୍ଷ)
  • ଲାଟେରାଲ ଏମସିଏ(୨ବର୍ଷ)
  • ଏମ.ଏସସି. କମ୍ପ୍ୟୁଟର ସାଇନ୍ସ
  • ଏମ.ଏସସି ଆଇଟି
  • ଏମ.ଏସସି ଆଇଟି ଆଣ୍ଡ ଏମ

ଡିଷ୍ଟାନ୍ସ ମୋଡ(ଗ୍ରାଜୁଏଟ କୋର୍ସ)

  • ବିଏ(ହନର୍ସ)
  • ବି.କମ୍(ହନର୍ସ)

ଡିଷ୍ଟାନ୍ସ ମୋଡ(ପୋଷ୍ଟ ଗ୍ରାଜୁଏଟ କୋର୍ସ)

  • ଏମଏସଡବ୍ଲୁ
  • ଏମଏ ଇନ ପବ୍ଲିକ ଆଡମିନଷ୍ଟ୍ରେସନ
  • ଏମଏ ଇନ ପଲିଟିକାଲ ସାଇନ୍ସ
  • ଏମଏ ଇନ ଏଜୁକେସନ
  • ଏମଏ ଇନ ଓଡ଼ିଆ
  • ଏମଏ ଇନ ଇକୋନୋମିକ୍ସ
  • ଏମ. କମ
  • ଏମଏ ଇନ ହିଷ୍ଟ୍ରି
  • ଏମଏ ଇନ ସାନ୍ସକ୍ରିଟ
  • ଏମଏ ଇନ ଇଂଗଲିସ
  • ଏମଏ ଇନ ସୋସିଓଲୋଜି
  • ଏମଏ ଇନ ହିନ୍ଦି

ପ୍ରାର୍ଥୀମାନେ ଓ୍ଵେବସାଇଟ www.ddceutkal.ac.in କୁ ଯାଇ ଆବେଦନ କରିପାରିବେ।

Comment