ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଦିନ ୧୧ଟା ପରେ ଗେଟ୍‌ ଖୋଲିବ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରତି ୫ ମିନିଟ୍‌ରେ ସତର୍କ ସାଇରନ ବାଜୁଛି।

ସେହି ସମୟ ମଧ୍ୟରେ ମହାନଦୀ ମଧ୍ୟକୁ ନଯିବାକୁ ଓ ଗୃହ ପାଳିତ ପଶୁଙ୍କୁ ନଛାଡ଼ିବାକୁ ପ୍ରଚାର କରାଯାଉଛି।

ଅନ୍ୟ ବର୍ଷ ଭଳି ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାଷନ କରାଯିବ। ପରେ ଅନ୍ୟ ଗେଟ ଖୋଲାଯିବ। ହେଲେ କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ହୋଇନାହିଁ।

Comment