ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚନ୍ଦ୍ରଯାନ ୨ ମଙ୍ଗଳବାର ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିଛି। ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ପରେ ଏହା ଚନ୍ଦ୍ର ଚାରିପଟରେ ପରିକ୍ରମା କରୁଛି। ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣମେରୁରେ ଚନ୍ଦ୍ରଯାନ ୨ ଅବତରଣ କରିବ।

ଚନ୍ଦ୍ରଯାନ ୨ର ଲ୍ୟାଣ୍ଡିଙ୍ଗ୍‌ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ଯିବେ ବୋଲି ସୂଚନା ମିଳିଛି। ଇସ୍ରୋ ଯାଇ ଏହି ଐତିହାସିକ ସଫଳତାରେ ମୋଦି ନିଜକୁ ସାମିଲ କରାଇବେ।

ଜୁଲାଇ ୨୨ରେ ଉତକ୍ଷେପଣ ହୋଇଥିବା ‘ଚନ୍ଦ୍ରଯାନ ୨’ ଅଗଷ୍ଟ ୧୪ରେ ପୃଥିବୀ ପୃଷ୍ଠ ଛାଡ଼ି ଚନ୍ଦ୍ର ଆଡ଼କୁ ଅଗ୍ରସର ହୋଇଥିଲା।

LEAVE A REPLY

Please enter your comment!
Please enter your name here