ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ଏହି ଅଦଳ ବଦଳ ପ୍ରକ୍ରିୟାରେ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ଜାଣନ୍ତୁ କିଏ କେଉଁଠିକି ଗଲେ।

ଇନ୍ଦ୍ରମଣୀ ତ୍ରିପାଠୀ – ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ

ବିଶ୍ୱନାଥ ସାହୁ – ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର

ତୁଷାରକାନ୍ତ ମହାନ୍ତି – ଭୁବନେଶ୍ୱରସ୍ଥିତ କାରଗାର ନିର୍ଦ୍ଦେଶାଳୟରେ ଅତିରିକ୍ତି କାରଗାର ଆଇଜି

ପ୍ରଦୀପ କୁମାର ଗରଦିଆ –  ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ

ଚିତ୍ତରଞ୍ଜନ ପାତ୍ର – କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ

ପ୍ରତାପ କୁମାର ମିଶ୍ର – ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ

ଶୁଭେନ୍ଦ୍ର କୁମାର ନାୟକ – ଶିଳ୍ପ ବିଭାଗର ଯୁଗ୍ମ ସଚିବ

ଶିବନାରାୟଣ ସାହୁଙ୍ – ଏମଏସଏମଇ ବିଭାଗର ଯୁଗ୍ମ ସଚିବ

ଲୀନା କୁମାରୀ ସେସ – ସୁନ୍ଦରଗଡ଼ ଡେପୁଟି କଲେକ୍ଟର

ସୁବ୍ରତ କୁମାର ନାୟକ – ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଫିସର

ଲଗ୍ନଜିତ୍ ରାଉତ – ନୟାଗଡ଼ ଉପଜିଲ୍ଲାପାଳ

ଅରୁଣ କୁମାର ମଲ୍ଲିକ – ପାନପୋଷ ଆଇଟିଡିଏ ପ୍ରକଳ୍ପ ଅଧିକାରୀ

ସରୋଜ କୁମାର ବେହେରା – ସୁକିନ୍ଦାସ୍ଥିତ ରେଙ୍ଗାଳୀ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର

ଅଞ୍ଜାଲିନା ପ୍ରଧାନ – ସମ୍ବଲପୁର ଅତିରିକ୍ତ ଉପଜିଲ୍ଲାପାଳ

ସୁଧାଂଶୁ କୁମାର ମହାନ୍ତି- ନୂଆଦିଲ୍ଲୀରେ ମ୍ୟାନେଜର ତଥା ଉପ ଆବାସିକ କମିଶନର

Comment