ଓଡ଼ିଶାଲାଇଭ୍ ବ୍ୟୁରୋ

ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ। ମାଛରେ ମିନେରାଲ୍ସ ଭିଟାମିନ୍ସ  ବହୁ ଉପକାର ପୌଷ୍ଟିକ ତତ୍ତ୍ୱ ରହିଥାଏ ।ଯାହା ବହୁ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ଶୀତ ଦିନରେ ଏହାକୁ ଖାଇବା ଦ୍ୱାରା ଭାଇରାଲ ଇନଫେକ୍ସନରୁ ରକ୍ଷା ପାଇହେବ

କାହିଁକି ଖାଇବେ ମାଛ: ଏମିତିରେ ଦେଖିବାକୁ ଗଲେ ମାଛ ଖୁବ୍ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ।

ପୋଷକ ତତ୍ତ୍ୱ: ପ୍ରୋଟିନ୍, କର୍ବୋହାଇଡ୍ରେଟ୍, ଓମେଗା-୩ ଫ୍ୟାଟି ଏସିଡି୍, ଭିଟାମିନ୍ ଡି’ ଓ ବି-୨ ମଧ୍ୟ ଭରପୁର ମାତ୍ରାରେ ରହିଥାଏ।

ମାଛ ଖାଇବା ସମୟ: ମାଛକୁ ସାଧାରଣତଃ ଦ୍ୱିପ୍ରହରେ ଖିଆଯାଇପାରେ। ହଁ ଏହାକୁ ରାତିରେ ଖାଇବା ଫଳରେ ଡାଇଜେଷ୍ଟ କରିବା ସହଜ ହୋଇନଥାଏ। ଏଥିପାଇଁ ମାଛ ଦିନକୁ ଥରେ ଓ ସପ୍ତାହକୁ ଦୁଇଥର ଖାଇବା ଉଚିତ।

ଥଣ୍ଡାରୁ ରକ୍ଷା କରେ: ମାଛ ଖାଇବା ଫଳରେ ଶୀତ ଦିନେ ଥଣ୍ଡା, କାଶ, ଜ୍ୱର ଓ ବ୍ୟାକ୍ଟେରିଆଲ ଇନଫେକ୍ସନରୁ ମୁକ୍ତି ମିଳିଥାଏ।

ବ୍ରେଷ୍ଟ କ୍ୟାନ୍ସର: ଅଧ୍ୟୟନ ଅନୁସାରେ ଜଣାପଡିଛି କି ଯେଉଁ ମହିଳା ସପ୍ତାହକୁ ଥରେ ବା ଦୁଇଥର ମାଛ ଖାଇଥାନ୍ତି ସେମାନଙ୍କୁ ବ୍ରେଷ୍ଟ କ୍ୟାନସର ଓ ପ୍ରୋଷ୍ଟେଟ୍ କ୍ୟାନସର ହେବା ଭୟ କମ୍ ରହିଥାଏ।

ସ୍ମୃତି ଶକ୍ତି ବୃଦ୍ଧିମାଛ ଖାଇବା ଦ୍ୱାରା ସ୍ମୃତି ଶକ୍ତି କ୍ଷୀପ୍ର ହୋଇଥାଏ । ଏଥିସହିତ ମାନସିକ ବିକାରଗ୍ରସ୍ତ ରୋଗୀ ମଧ୍ୟ ମାଛ ଖାଇବା ବହୁତ ଭଲ। ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

ଉଚ୍ଚ ରକ୍ତ ଚାପ: ମାଛରେ ଲୋ ଫ୍ୟାଟ୍ ରହିଥିବା ଯୋଗୁଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଯଦି ଆପଣଙ୍କର

Comment