ଓଡ଼ିଶାଲାଇଭ ବ୍ୟୁରୋ

ଜଙ୍ଗଲରେ ଚରୁଥିବା ବେଳେ ବଜ୍ରାଘାତରେ ୧୧ ଗୋରୁଙ୍କ ଜୀବନ ଚାଲିଯାଇଛି। ଏଥିରେ ୯ଟି ବଳଦ ଓ ୨ ଗାଈଙ୍କ ମୃତ୍ୟୁ ହୋଇଛି। ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି।

ତେଲକୋଇ ନିକଟସ୍ଥ ପିତାନାଳୀ ଗାଁ ପାଖ ସାବଲାଞ୍ଜି ଜଙ୍ଗଲରେ ଗୋରୁମାନେ ଚରୁଥିବା ବେଳେ ଘଟଣାଟି ଘଟିଛି।

Comment