ଓଡ଼ିଶାଲାଇଭ ବ୍ୟୁରୋ

ଅବକାରୀ ବିଭାଗର ଜଣେ ଏସ୍‌ଆଇଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ମହିଳା କନେଷ୍ଟବଳ। ଏସ୍‌ଆଇ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିବା କନେଷ୍ଟବଳ ଜଣକ ଅଭିଯୋଗ କରିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରରେ।

ଏନେଇ ମହିଳା କନେଷ୍ଟବଳ ଜଣକ ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏପର୍ଯନ୍ତ ଏସ୍‌ଆଇଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Comment